Jaga To Kala Ranga lଜଗା ତୋ କଳା ରଙ୍ଗlଗାନ୍ଧୀ ଜୟନ୍ତୀରେ ପ୍ରଥମ ଶ୍ରେଣୀର କୁନି ଝିଅର କମାଲ୍ | Govt Ups Keshara
GOVT UPS KESHARA
0:00 / 0:00
Jaga To Kala Ranga lଜଗା ତୋ କଳା ରଙ୍ଗlଗାନ୍ଧୀ ଜୟନ୍ତୀରେ ପ୍ରଥମ ଶ୍ରେଣୀର କୁନି ଝିଅର କମାଲ୍ | Govt Ups Keshara
196 223 просмотра · 13 дней назад
GOVT UPS KESHARA
1,05 тыс. подписчиков
196 223 просмотра · 13 дней назад
Jaga To Kala Ranga lଜଗା ତୋ କଳା ରଙ୍ଗlଗାନ୍ଧୀ ଜୟନ୍ତୀରେ ପ୍ରଥମ ଶ୍ରେଣୀର କୁନି ଝିଅର କମାଲ୍ | Govt Ups Keshara
ଗାନ୍ଧୀ ଜୟନ୍ତୀ ୨୦୨୬ ଅବସରରେ ଆମ ବିଦ୍ୟାଳୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଶରାର ପ୍ରଥମ ଶ୍ରେଣୀର କୁନି ଝିଅ “ଜଗା ତୋ କଳା ରଙ୍ଗ” ଗୀତରେ ସୁନ୍ଦର ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ଜିଣିନେଲା। ❤️💃
କୁନି ବୟସରେ ତାଙ୍କର ଏହି ସୁନ୍ଦର ପ୍ରତିଭା ନିଶ୍ଚିତ ଭାବରେ ପ୍ରଶଂସନୀୟ। 🌸
ଭିଡିଓଟି ଭଲ ଲାଗିଲେ Like 👍 | Comment 💬 | Share ↗️ | Subscribe 🔔 କରନ୍ତୁ।
School: Govt Ups Keshara
Event: Gandhi Jayanti 2026
Performance: Class-1 Student Dance
🔍 Your Queries / Search Keywords
.........................................................
👉Jaga To Kala Ranga
👉ଜଗା ତୋ କଳା ରଙ୍ଗ
👉Jaga To Kala Ranga Odia Song
👉ଜଗା ତୋ କଳା ରଙ୍ଗ ଗୀତ
👉Gandhi Jayanti 2026
👉Gandhi Jayanti celebration in school
👉Gandhi Jayanti Odia song
👉Class 1 girl singing Odia song
👉Odia song by little girl
👉First class student performance
👉School cultural program Odisha
👉Govt Ups Keshara
👉Government school student talent
👉Odia school program
👉ଗାନ୍ଧୀ ଜୟନ୍ତୀ ବିଦ୍ୟାଳୟ କାର୍ଯ୍ୟକ୍ରମ
🎼🎶Song Credit's 🎶🎼
𝗧𝗶𝘁𝗹𝗲 :-Jaga To Kala ranga ( ଜଗା ତୋ କଳା ରଙ୍ଗ )
🎶 𝗦𝗶𝗻𝗴𝗲𝗿 :-. Sourav Bharadwaj
🎶 𝗠𝘂𝘀𝗶𝗰 & 𝗹𝘆𝗿𝗶𝗰𝘀 :-Pabitra Nayak (8917546231)
🎶𝗣𝗿𝗼𝗱𝘂𝗰𝗲𝗿:-Kuthari Music Odia Team
🎶𝗠𝘂𝘀𝗶𝗰 𝗹𝗮𝗯𝗲𝗹:- Kuthari Music Odia
🎶 𝗔𝗿𝗿𝗮𝗻𝗴𝗲𝗿:-NK Sahoo
🎶 𝗣𝗿𝗼𝗱𝘂𝗰𝘁𝗶𝗼𝗻:-Kuthari Music Odia
🎶 𝗠𝗶𝘅&𝗺𝗮𝘀𝘁𝗲𝗿:- PABITRA STUDIO
🎶 𝗣𝗼𝘀𝘁𝗲𝗿 : - RD Editor
🎶 Making &Edit :-Raw Image
🎶𝗦upport by : SHRABAN MUSIC PRODUCTION
Song
********
ଜଗା ତୋର ସେ କଳା ରଙ୍ଗ
ଲାଗେ କେତେ ଯେ ସୁନ୍ଦର
ଜଗା ତା 'ଠାରୁ ସୁନ୍ଦର ଲାଗେ
ତୋର ନାଲି ଅଧର ( ୨ )
ତୋ କଳା ମୁହଁକୁ ଥରେ ଦେଲେ ଚାହିଁ
ଜୀବନର ଯେତେ ଦୁଃଖ
ସବୁ ଯାଏ ଉଭେଇ
ଜଗା ତୋରି ପ୍ରେମରେ ମନ ମର ଏତେ ବିଭୋର
ଜଗା ତୋର ସେ କଳା ରଙ୍ଗ
ଲାଗେ କେତେ ଯେ ସୁନ୍ଦର
ଜଗା ତା 'ଠାରୁ ସୁନ୍ଦର ଲାଗେ
ତୋର ନାଲି ଅଧର
*** *** *** ***
କଳା ଭଅଁର ପରି ତୋ ଆଖି
ତୋ ବାଙ୍କ ଚାହାଣୀ
ସେ ଚାହାଣୀ ରେ ଭକତ ଙ୍କୁ
କରୁ ଏମିତି ଗୁଣି l
ତୋ ପାଟ ପିତାମ୍ବରୀ ବେଶ
ତୋ ମୋହନ ବଂଶୀ
ସେ ବଂଶୀ ସ୍ୱର ଶୁଣିବାକୁ
ଆଉ ରାଧା କି ଅଛି l
ଜଗା ତୋର ସେ ମୋହନ ବଂଶୀ
ଦିଏ କେତେ ଯେ ଆନନ୍ଦ
ଜଗା ତା'ଠାରୁ ଆନନ୍ଦ ଦିଏ
ତୋ ଗୀତ ଗୋବିନ୍ଦ
ଅଧା ଗୋଡା ହେଇ ଲାଗୁ
ତୁ ପୂର୍ଣ୍ଣ ମୂରତି
ତୁ ଆରମ୍ଭ ତୁ ହିଁ ଅନ୍ତ
ତ'ଠୁ ସବୁ ସୃଷ୍ଟି
ଜଗା ତୋରି ସାଥିରେ ଭେଟିବା ପାଇଁ
ମନ ଅସ୍ଥିର...
ଜଗା ତୋର ସେ କଳା ରଙ୍ଗ
ଲାଗେ କେତେ ଯେ ସୁନ୍ଦର
ଜଗା ତା 'ଠାରୁ ସୁନ୍ଦର ଲାଗେ
ତୋର ନାଲି ଅଧର .....
*** *** *** ***
ରାଜ ପ୍ରସାଦ ଠୁ ବଡ
ତୋ ଶିରି ମନ୍ଦିର
ତୁ ଜଗତର ପରା ରାଜା
ମୋ କଳା ଠାକୁର
ତୁ ଭକତ ପାଇଁ ଖୋଲିଛୁ
ତୋ ଆନନ୍ଦ ବଜାର
ହେଲେ ଚୋରି କରୁଥିଲୁ କାହିଁ
କହ ଲବଣି ସର
ଜଗା ତୋର ସେ ଲବଣି ସର
ଲାଗେ କେତେ ଯେ ମଧୁର
ଜଗା ତା' ଠାରୁ ମଧୁର ଲାଗେ
ଅବଡା ନିର୍ମାଲ୍ୟ
ତୁ ଭାବ ବୁଝୁ ବୋଲି
ତୋ ନା ଭାବ ଗ୍ରାହୀ
ତୋରି ନାମ ତୁଣ୍ଡେ ନେଲେ
କୋଟି ପୁଣ୍ୟ ମିଳଇ
ଜଗା ତୋରି ଆଶିସେ ଭଲରେ ଥାଉ
ବିଶ୍ୱ ସଂସାର
ଜଗା ତୋର ସେ କଳା ରଙ୍ଗ
ଲାଗେ କେତେ ଯେ ସୁନ୍ଦର
ଜଗା ତା 'ଠାରୁ ସୁନ୍ଦର ଲାଗେ
ତୋର ନାଲି ଅଧର .......
Copyright Disclaimer:
....................................
This video is uploaded for educational and entertainment purposes as part of a school cultural programme. The music/song used in this video belongs to its respective copyright owner(s). We do not claim ownership of the original music or song.
Copyright Disclaimer under Section 107 of the Copyright Act 1976: Fair use is permitted for purposes such as criticism, comment, news reporting, teaching, scholarship, and research.
If you are the copyright owner and have any concern regarding the use of your content, please contact us for appropriate action.
⚠️ Note: Adding this disclaimer does not by itself prevent a copyright claim or make copyrighted music automatically “fair use.”
#jagatokalaranga
#jagnnathbhajan
#odiadevotionalsong
#odiabhajan
#jagannath
#jagannathbhajan
#jagakalia
#souravbharadwaj
#odiasong
#bhakti
#jagannathpuri
#rathyatra
#odia
#jagnathpuri
#purilive
#kaliathakura
#mojagakaliare
#odiamusic
#bhajanhits
#jagannathstatus
#2025song
#kuthari
#pabitra
#tobadapanakudhik
#trandingbhajan
#maaaapheria
#maasong