Перейти к содержимому

ହରିବଂଶ ପୁରାଣ//ବ୍ରହ୍ମ ଦୈତ୍ୟ କୁ କାବୁ କରିବାକୁ ଶ୍ରୀକୃଷ୍ଣ ଙ୍କ ଅଳି @jyotsnapuran

Jyotsna puran

0:00 / 0:00

ହରିବଂଶ ପୁରାଣ//ବ୍ରହ୍ମ ଦୈତ୍ୟ କୁ କାବୁ କରିବାକୁ ଶ୍ରୀକୃଷ୍ଣ ଙ୍କ ଅଳି @jyotsnapuran

189 просмотров · 12 дней назад
Jyotsna puran
218 подписчиков
189 просмотров · 12 дней назад
ହରିବଂଶ ପୁରାଣ//ବ୍ରହ୍ମ ଦୈତ୍ୟ କୁ କାବୁ କରିବାକୁ ଶ୍ରୀକୃଷ୍ଣଙ୍କ ଅଳି@jyotsnapuran ନମସ୍କାର ବନ୍ଧୁଗଣ 🙏 ଆଜିର ଏହି ଭିଡିଓ ରେ ରାଧା କୁ ବ୍ରହ୍ମ ଦୈତ୍ୟ ଗ୍ରାସ କରିଛି ବୋଲି ରାଧା ଊର୍ଦଣ୍ଡ ନାଚିଛନ୍ତି ।କୃଷ୍ଣ କହିଛନ୍ତି ମୁଁ ବ୍ରହ୍ମ ଦୈତ୍ୟକୁ କାବୁ କରିବାର ମନ୍ତ୍ର ଜାଣିଛି ମତେ ରାଧାଙ୍କ ପାଖକୁ ଯିବାକୁ ଦିଅ ।କୃଷ୍ଣ ଲୀଳାର ଏକ ସୁନ୍ଦର ବିଷୟ । ଦର୍ଶକ ବନ୍ଧୁ ଯଦି ଭିଡିଓ ଭଲ ଲାଗେ ଏବଂ ମୋ ପୁରାଣ ପଢ଼ିବା ପସନ୍ଦ ହୁଏ ଆଶା କରୁଛି ଆପଣ ମାନେ ନିଶ୍ଚୟ ଲାଇକ,କମେଣ୍ଟ ଆଉ ଚ୍ୟାନେଲ କୁ ସବସ୍କ୍ରାଇବ କରିବେ । ହରିବଂଶ ପୁରାଣ ଓଡ଼ିଆ ପୁରାଣ ବ୍ରହ୍ମ ଦୈତ୍ୟର ପ୍ରଭାବ କୃଷ୍ଣ ଲୀଳା ଓଡ଼ିଆ ଭକ୍ତି ପୁରାଣ ରାଧା କୃଷ୍ଣ ଭାବ jyotsnapuran #haribanspuran #odiapuran #krusnalila #brahmadaityagras #krusnaabatar #gopalila #bhaktigatha