Перейти к содержимому

ଆଜୁ _ଖ୍ରୀଷ୍ଟିଆନ _ଇଡୁତା //Aju_ christian _Iduta New kui christian song

Krisanta Majhi Music

0:00 / 0:00

ଆଜୁ _ଖ୍ରୀଷ୍ଟିଆନ _ଇଡୁତା //Aju_ christian _Iduta New kui christian song

590 просмотров · 2 месяца назад
Krisanta Majhi Music
1,68 тыс. подписчиков
590 просмотров · 2 месяца назад
ଆଜୁ ଖ୍ରୀଷ୍ଟିଆନ _ଇଡୁତା //Aju christian _eduta // New kui Qawwali christian song KRISANTA MAJHI MUSIC YOU TUBE CHANNEL ତରଫରୁ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭୁ ଯୀଶୁଙ୍କ ପ୍ରେମ ନମସ୍କାର। ବହୁତ ଦିନ ପରେ ପୁନର୍ବାର ଆଗମନ ନିମନ୍ତେ ପ୍ରସ୍ତୁତ ଆଧାରିତ ଗୀତ । ଗୀତଟି " ଆଜୁ ଖ୍ରୀଷ୍ଟିଆନ ଇଡୁତା " AJU CHRISTIAN IDUTA " ଏହି ଗୀତ ଦ୍ଵାରା ପ୍ରଭୁ ଯୀଶୁଙ୍କ ଗୌରବ କରିବା ପାଇଁ ସାହାଯ୍ୟ କରିବ ।ଆଶା କରୁଛୁ ଏହି ଗୀତ ଦ୍ଵାରା ପ୍ରଭୁ ଯୀଶୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ହେବାକୁ ସାହାଯ୍ୟ କରିବ। ଶେଷ ପର୍ଯ୍ୟନ୍ତ ଗୀତଟିକୁ ଶୁଣନ୍ତୁ ପ୍ରଭୁ ଯୀଶୁଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ । LIKE , SHARE, COMMENTS, SUBSCRIBE କରିବାକୁ ଜମା ଭୁଲନ୍ତୁ ନାହିଁ । BELL ICON PRESS କରିନ୍ତୁ । ଏହି ପରି ନୂଆ ଗୀତ ଶୁଣିବାକୁ ପାଇବେ । ପ୍ରଭୁଙ୍କର ଧନ୍ୟବାଦ ହେଉ। *SONG CREDIT SONG - RAKSHA NAHIN FERI ASA Singer - Lyrics : Bassed on song book Music Arrangements - AI Generated producer : krisanta Majhi