Перейти к содержимому

ଆଜିର ଓଡ଼ିଆ ମୂରଲୀ 07.11 .2026 | BapDada Madhuban Murli in Odia | Brahma Kumaris Odia Murli Today

bksonggod connectbaba

0:00 / 0:00

ଆଜିର ଓଡ଼ିଆ ମୂରଲୀ 07.11 .2026 | BapDada Madhuban Murli in Odia | Brahma Kumaris Odia Murli Today

4 просмотра · 1 ч назад
bksonggod connectbaba
2,62 тыс. подписчиков
4 просмотра · 1 ч назад
ଆଜିର ଓଡ଼ିଆ ମୂରଲୀ 07.11 .2026 | BapDada Madhuban Murli in Odia | Brahma Kumaris Odia Murli Today DESCRIPTION: ଓଁ ଶାନ୍ତି 🙏 ଆଜିର ଓଡ଼ିଆ ମୂରଲୀ - 07 November 2026 BapDada Madhuban Murli in Odia ଏକମାତ୍ର ବାବାଙ୍କ ପ୍ରତି ହିଁ ସମ୍ପୂର୍ଣ୍ଣ ସ୍ନେହ ରଖିବାକୁ ହେବ । ସମସ୍ତଙ୍କୁ ପ୍ରକୃତ ରାସ୍ତା ଦେଖାଇବାକୁ ହେବ । କର୍ମଧନ୍ଦା ଆଦି କରି ନିଜର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ହେବ । ଯେଉଁମାନେ ସର୍ବଦା ନିଜ ଉପରେ ଏବଂ ସମସ୍ତଙ୍କ ଉପରେ ସନ୍ତୁଷ୍ଟ ରହିଥାଆନ୍ତି, ସେହିମାନେ ହିଁ ଅନେକ ଆତ୍ମାମାନଙ୍କର ଇଷ୍ଟ ବା ଅଷ୍ଟ ଦେବତା ହୋଇପାରିବେ । ତେବେ ସବୁଠାରୁ ବଡ ଗୁଣ କୁହ, ଦାନ କୁହ ବା ବିଶେଷତା ବା ଶ୍ରେଷ୍ଠତା କୁହ - ତାହା ସନ୍ତୁଷ୍ଟତା ହିଁ ଅଟେ । ସନ୍ତୁଷ୍ଟ ଆତ୍ମା ହିଁ ପ୍ରଭୁ ପ୍ରିୟ, ଲୋକପ୍ରିୟ ଏବଂ ସ୍ୱୟଂ ପ୍ରିୟ ହୋଇଥାଏ 📅 Date: 07.11.2026 🗣️ Language: Odia (ଓଡ଼ିଆ) 🏠 Source: Madhuban - BapDada Murli 🎧 Daily Odia Murli --- ପ୍ରତିଦିନ ସକାଳ 6 ଟାରେ ନୂଆ ମୂରଲୀ ପାଇବା ପାଇଁ Subscribe କରନ୍ତୁ ଓ Bell 🔔 ଦବାନ୍ତୁ। #OdiaMurli #AjiraMurli #BapDadaMurliOdia #MadhubanMurli #OdiaMurli07112026 #BrahmaKumarisOdisha #TodayOdiaMurli