Ribdhi ର 1st Birthday ପାଇଁ ମାମୁଁଘରୁ ଆସିଲା ଭାର ❤️ | Odia Family Vlog | Rosedeep Vlogs
Rosedeep Vlogs
0:00 / 0:00
Ribdhi ର 1st Birthday ପାଇଁ ମାମୁଁଘରୁ ଆସିଲା ଭାର ❤️ | Odia Family Vlog | Rosedeep Vlogs
138 просмотров · 4 дн. назад
Rosedeep Vlogs
890 подписчиков
138 просмотров · 4 дн. назад
❤️ Ribdhi ର 1st Birthday Special Vlog! 🎂
ଆମ ଘରେ ଖୁସିର ମାହୋଲ! 🥰
Ribdhi ର ପ୍ରଥମ ଜନ୍ମଦିନ ପାଇଁ ମାମୁଁଘରୁ ଆସିଲା ଭାର। ଫଳମୂଳ, କଦଳୀ ଓ ଅନେକ ଭଲପାଇବା ସହିତ ଆସିଥିବା ଏହି ସୁନ୍ଦର ଉପହାର ଆମ ପରିବାର ପାଇଁ ଏକ ଖାସ୍ ମୁହୂର୍ତ୍ତ। ❤️
ଏହି ସୁନ୍ଦର ପାରିବାରିକ ମୁହୂର୍ତ୍ତକୁ ଆପଣମାନଙ୍କ ସହ Share କରୁଛୁ।
ଭିଡିଓଟି ଭଲ ଲାଗିଲେ:
👍 Like କରନ୍ତୁ
💬 Comment କରି ଆଶୀର୍ବାଦ ଦିଅନ୍ତୁ
🔔 Rosedeep Vlogs କୁ Subscribe କରନ୍ତୁ।
ଆପଣମାନଙ୍କ ଭଲପାଇବା ହିଁ ଆମର ପ୍ରେରଣା। ❤️
Channel: Rosedeep Vlogs
ଧନ୍ୟବାଦ 🙏
#RosedeepVlogs #Ribdhi #FirstBirthday #OdiaVlog