Перейти к содержимому

Cyclone Murasu Alert | ସୃଷ୍ଟି ହେଲା ବାତ୍ୟା | System Intensifies into Cyclonic Storm | Batya News

News18 Odia

0:00 / 0:00

Cyclone Murasu Alert | ସୃଷ୍ଟି ହେଲା ବାତ୍ୟା | System Intensifies into Cyclonic Storm | Batya News

2 893 просмотра · 10 ч назад
News18 Odia
6,29 млн подписчиков
2 893 просмотра · 10 ч назад
Cyclone Murasu Alert | ସୃଷ୍ଟି ହେଲା ବାତ୍ୟା | System Intensifies into Cyclonic Storm | Batya News ସମୁଦ୍ର ଭିତରେ ଭୟଙ୍କର ରୂପ ନେଉଛି ବାତ୍ୟା ‘ମୁରାସୁ’ | ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ | ଦିନ ୧୧ଟା ୩୦ ମିନିଟ୍‌ରେ ବାତ୍ୟାରେ ପରିଣତ ଗଭୀର ଅବପାତ | ବଙ୍ଗୋପସାଗରରେ କ୍ରମଶଃ ଶକ୍ତିଶାଳୀ ହେଉଛି ବାତ୍ୟା | କାଲି ଭୀଷଣ ବାତ୍ୟାର ରୂପ ନେବ ମୁରାସୁ | ଦକ୍ଷିଣ-ପଶ୍ଚିମ, ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା | ଦ୍ରୁତ ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା | ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ | ନଭେମ୍ବର ୩ରେ ଉପକୂଳ ଛୁଇଁବ ଭୀଷଣ ବାତ୍ୟା ‘ମୁରସୁ’ | ୩ ନଭେମ୍ବର ସକାଳେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ ସମ୍ଭାବନା | ନେଲୁର ଓ ନରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ନେଇ IMDର ଆକଳନ | ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଛି | ଚେନ୍ନାଇଠୁ ୬୩୦ କିମି, ବିଶାଖାପାଟଣାରୁ ୭୧୦ କିମି ଦୂରରେ | ନେଲୋର ଏବଂ ମଛଲିପଟ୍ଟନମରୁ ୭୧୦ କିମି ଦୂରରେ ବାତ୍ୟା | ୧୦୦ରୁ ୧୨୦ କିମି ବେଗରେ ବହିବ ପବନ | The deep depression over the Bay of Bengal officially intensified into Cyclonic Storm 'Murasu' today at 11:30 AM IST. Moving rapidly at 20 km/h over the Southwest and adjoining West-Central Bay of Bengal, the system is currently positioned 630 km from Chennai and 710 km from Visakhapatnam, Nellore, and Machilipatnam. According to the India Meteorological Department (IMD), Cyclone Murasu will escalate into a severe cyclonic storm tomorrow and is expected to make landfall along the South Andhra Pradesh coast between Nellore and Narsapur on the morning of November 3, bringing winds of 100–120 km/h. Watch the complete video for live tracking, wind speed updates, and coastal safety guidelines. #OdishaFlood #OdishaFloodNews #OdishaFloodLive #CycloneArnab #CycloneUpdate #LandfallImpact #OdishaWeather #HeavyRainfall #FloodAlert #OdishaBreakingNews #OdishaNewsLive #News18Odia #OdiaNews #FloodNews #WeatherUpdate #OdishaLatestNews Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI ID_OD_BJ