Перейти к содержимому

ଭୋକ ନଥିଲେ ବି ଭାତ ଥାଳିଏ ଖାଇବେ ଯେବେ ବନେଇବେ ପଶ୍ଟିମଓଡିଶା ର ଏହିସୁଆଦିଆ ରସୁଣ ଚାରୁ‼️Rasuna Charu recipe‼️

ShreeSambhabi Lifestyle

0:00 / 0:00

ଭୋକ ନଥିଲେ ବି ଭାତ ଥାଳିଏ ଖାଇବେ ଯେବେ ବନେଇବେ ପଶ୍ଟିମଓଡିଶା ର ଏହିସୁଆଦିଆ ରସୁଣ ଚାରୁ‼️Rasuna Charu recipe‼️

181 просмотр · 2 месяца назад
ShreeSambhabi Lifestyle
1,09 тыс. подписчиков
181 просмотр · 2 месяца назад
ପାଟିକୁ ରୁଚି ନ ଆସିଲେ, ପିତ୍ତ ହୋଇଥିଲେ କିମ୍ବା ଥଣ୍ଡା/ଜ୍ୱର ହୋଇଥିଲେ ଓଡ଼ିଶାର ଘରେ ଘରେ "ରସୁଣ ଚାରୁ" (Garlic Rasam/Charu) ତିଆରି କରାଯାଏ। ଏହା ବିନା କୌଣସି ଝଞ୍ଜଟରେ ଖୁବ୍ କମ୍ ସମୟରେ ତିଆରି ହୋଇଯାଏ ଏବଂ ଗରମ ଭାତ ସହ ପାପଡ଼ କିମ୍ବା ଭଜା ଖାଇଲେ ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗେ। #odia #odiacookingchannel #odiarecipe #garlicchatni #garlic #foodlover #odiakitchentips #recipeinodia #charu #recipe #souprecipe #garlicsoup