Перейти к содержимому

JTS ନିୟମିତ/ବରିଷ୍ଠ ଙ୍କୁ ଅନୁରୋଧ/ନିନ୍ଦୁକ ଙ୍କୁ ଜବାବ୍/ଶିକ୍ଷକଙ୍କୁ କର୍ତ୍ତବ୍ୟ ମାଗୁଣି

The Manoj's minute

0:00 / 0:00

JTS ନିୟମିତ/ବରିଷ୍ଠ ଙ୍କୁ ଅନୁରୋଧ/ନିନ୍ଦୁକ ଙ୍କୁ ଜବାବ୍/ଶିକ୍ଷକଙ୍କୁ କର୍ତ୍ତବ୍ୟ ମାଗୁଣି

21 796 просмотров · 3 недели назад
The Manoj's minute
6,91 тыс. подписчиков
21 796 просмотров · 3 недели назад
ଆମ କାର୍ଯ୍ୟ ଆମ କର୍ତ୍ତବ୍ୟ ହିଁ ଆମ ତଥ୍ୟ ଯୋଗାଣ ତଥା vdo ର ସମ୍ଭଳ ଆଉ କିଛି ଅନ୍ୟ ସମ୍ଭଳରୁ ନୁହଁ। ସବୁଦିନ ବ୍ୟକ୍ତିଗତ 5 ଟି ବ୍ୟବସ୍ଥା ରୁ ଅବହେଳିତ ଲୋକ ଙ୍କ ସେବା ତାପରେ ସବୁଦିନ 5 ଘଣ୍ଟା ସାମାଜିକ ଉନ୍ନତୀ କାର୍ଯ୍ୟ ମାନବ ସମ୍ଭଳ ବିକାଶ ପାଇଁ ସର୍ବଦା ଅବିରତ ଚେଷ୍ଟା ରେ ଆମେ। ଏହା ଏକ ୟୁଟ୍ୟୁବ ଚ୍ୟାନେଲ ନୁହଁ ଲୋକଙ୍କ ପାଇଁ ଏକ ସାମାଜିକ ସେବା ର ମାଧ୍ୟମ,ଏହା ଏକ ଚେଷ୍ଟା ଯାହା ଦ୍ୱାରା ସାମାଜିକ ସକରାତ୍ମକତା ସଠିକ୍ ତଥ୍ୟ ସଠିକ୍ ସେବା କରିହେବ। ବହୁତ୍ ଭଲ ପାଇବା ଦେଇଛନ୍ତି ଆଗକୁ ଦେବେ ଆଶା ଆମେ କେବେ ଭରସା ବିଶ୍ୱାସ ମାନବିକତା ସହ ଖେଳି ନଥିଲୁ ନାହୁଁ କି ଆଗକୁ ହେବୁନି ଏଇ ଭରସା ଦେଉଚୁ।ଏହି vdo ରେ jts କାହାଣୀ,ବରିଷ୍ଠ ଙ୍କୁ ଅନୁରୋଧ,ନିନ୍ଦୁକ ଜବାବ୍ ଶିକ୍ଷକଙ୍କ କର୍ତ୍ତବ୍ୟ ଦୃଷ୍ଟିଭଙ୍ଗୀ ଉପରେ ବିଶଦ ଆଲୋଚନା ହେଇଚି। ଆମ ସହ ଯୋଗାଯୋଗ Mob:- 9938670242 ଆମ ଟେଲିଗ୍ରାମ:- https://t.me/manoj098765 ବେଷ୍ଟ ଶିକ୍ଷକ ଆଶାୟୀ ଗ୍ରୁପ୍:- https://t.me/+u66uhrZV6YFiZWRl ଆମ what's app grp:- https://chat.whatsapp.com/GhZzKdQiuPS... ଆମ what's app channel:- https://whatsapp.com/channel/0029VbCo... ଆମ instagram:- https://www.instagram.com/manoj.kar.5... ଆମ facebook:-   / 1hwnxebere   My Telegram :- @ManojOJTAA