ଫ୍ଲାଏ ଆସ୍ ପାଇଁ ଗଡିଲା ମୁଣ୍ଡ | Odisha Reporter
Odisha Reporter
0:00 / 0:00
ଫ୍ଲାଏ ଆସ୍ ପାଇଁ ଗଡିଲା ମୁଣ୍ଡ | Odisha Reporter
7 131 просмотр · 14 ч назад
Odisha Reporter
2,99 млн подписчиков
7 131 просмотр · 14 ч назад
ଫ୍ଲାଏ ଆସ୍ ପାଇଁ ଗଡିଲା ମୁଣ୍ଡ | Odisha Reporter
ଫ୍ଲାଏ ଆସ୍ ପରିବହନକୁ ନେଇ ଗଡ଼ିଲା ମୁଣ୍ଡ! ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ଦର୍ଲିପାଲିରେ ଦୁଇ ସଂଗଠନ ମଧ୍ୟରେ ଭୟଙ୍କର ସଂଘର୍ଷ । ଏନଟିପିସି ତାପଜ ପ୍ରକଳ୍ପରୁ ବାହାରୁଥିବା ଫ୍ଲାଏ ଆସ୍ ପରିବହନକୁ ନେଇ ଉପୁଜିଥିଲା ବିବାଦ । ଏହାକୁ କେନ୍ଦ୍ର କରି ହୋଇଛି ଗୁଳିମାଡ଼ । ଗୁଳିମାଡ଼ରେ ସିଲୁ ନେଟି ନାମକ ଯୁବକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଫ୍ଲାଏ ଆସ୍ ବିବାଦରୁ ରକ୍ତପାତ, ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ।
#Sundargarh #Darlipali #BhasmaPoliceStation #NTPC #FlyAsh #Firing #MurderCase #CrimeNews #OdishaCrime #OdishaNews #OdishaReporter #ସୁନ୍ଦରଗଡ଼ #ଦର୍ଲିପାଲି #ଫ୍ଲାଏଆସ୍ #ଗୁଳିମାଡ଼ #ସଂଗଠନମଧ୍ୟରେସଂଘର୍ଷ #ଯୁବକମୃତ #ଅପରାଧଖବର
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter