Перейти к содержимому

ଘରେ ପ୍ରସ୍ତୁତ କରନ୍ତୁ ଜୈବିକ ହର୍ମୋନ ବା ହୁମିକ ଏସିଡ How to make organic Humic acid at home

KRUSHI SAMPADA

0:00 / 0:00

ଘରେ ପ୍ରସ୍ତୁତ କରନ୍ତୁ ଜୈବିକ ହର୍ମୋନ ବା ହୁମିକ ଏସିଡ How to make organic Humic acid at home

90 926 просмотров · 4 г. назад
KRUSHI SAMPADA
241 тыс. подписчиков
90 926 просмотров · 4 г. назад
Arabinda Sahoo KRUSHI SAMPADA ଜୈବିକ ହର୍ମୋନ ବା HUMIC ACID ଏଥିରେ Nitrogen ଅଧିକ ପରିମାଣ ର ରହିଥିବାରୁ ଗଛ ର ବୃଦ୍ଧି ସବୁଜିମା କରିବା ସହିତ ଅଧିକ ଫୁଲ ଫଳ ଦେଇଥାଏ ଘରେ ଏହାକୁ ପ୍ରସ୍ତୁତ କରିବା ପାଇଁ 5lit humic acid ପ୍ରସ୍ତୁତ ପାଇଁ 1kg soyabean ମଞ୍ଜି 500gm ବେଶନ 1kg ଗୂଡ଼ 250gm ଦହି 5lit ପାଣି ଦରକାର ହୋଇଥାଏ ଏହି ସବୁକୁ ମିଶାଇ 7ଦିନ ରଖନ୍ତୁ ଏହା ପରେ ଛାଣି ଦିଅନ୍ତୁ lit ପ୍ରତି 50ml ହିସାବରେ ଅପରାହ୍ନରେ ସବୁ ଫସଲରେ ସ୍ପ୍ରେ କରନ୍ତୁ drip irrigation ପାଇଁ ଏକର ପ୍ରତି 2lit ହିସାବରେ ବ୍ୟବହାର କରନ୍ତୁ Thank you KRUSHI SAMPADA WATCH NEXT : ଧାନ ରୋଗ ପାଇଁ ଭଲ fungicide    • ଧାନ ଫସଲରେ ରୋଗ ପାଇଁ ସବୁଠାରୁ ଭଲ fungicide   ଚକଡ଼ା ପୋକ ନିୟନ୍ତ୍ରଣ    • ଗୋଟିଏ ସ୍ପ୍ରେ ରେ ଚକଡ଼ା ପୋକ ଶେଷ -ନିୟନ୍ତ୍ରଣ ପ...   ଧାନରେ ଫିଟିକିରି    • ଧାନ ଫସଲରେ ଫିଟିକିରି Use of Alum in paddy   #krushisampada #humicacid