Перейти к содержимому

Diet Plan ପୁରା ଫେଲ୍! 🤦‍♀️ Morning ରୁ Juice, ରାତିରେ ମନପସନ୍ଦର ଚକୁଳି ପିଠା ଆଉ ଡାଲମା 🔥

Bunny Vibes

0:00 / 0:00

Diet Plan ପୁରା ଫେଲ୍! 🤦‍♀️ Morning ରୁ Juice, ରାତିରେ ମନପସନ୍ଦର ଚକୁଳି ପିଠା ଆଉ ଡାଲମା 🔥

83 просмотра · 2 недели назад
Bunny Vibes
141 подписчик
83 просмотра · 2 недели назад
Morning ରେ Health Conscious... କିନ୍ତୁ ରାତିର Food Cravings କଣ କଣ୍ଟ୍ରୋଲ୍ ହେଲା? ☕🥞 ଆଜିର vlog ରେ ଆରମ୍ଭ ହେଲା ସ୍ୱାସ୍ଥ୍ୟକର ABC (Amla-Beetroot-Carrot) Juice ରୁ, ତା'ପରେ ଦିନସାରାର କିଛି ମଜାଦାର ମୁହୂର୍ତ୍ତ, Coffee Center ଯିବା, ଆଉ ଶେଷରେ ଘରୋଇ ଷ୍ଟାଇଲର ଗରମା-ଗରମ ଚକୁଳି ପିଠା, ଡାଲମା ଓ ସ୍ପେଶାଲ ଚଟଣୀ! ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ କମେଣ୍ଟ କରି ଜଣାନ୍ତୁ ABC Juice କିଏ କିଏ ପିଅନ୍ତି! ଭିଡିଓ ଭଲ ଲାଗିଲେ Like, Share ଏବଂ Channel କୁ Subscribe କରିବାକୁ ଭୁଲନ୍ତୁ ନାହିଁ! 📌 Timestamps: [00:05] Morning Routine & My Special ABC Juice Recipe 🧃 [01:32] Diet vs Rasagola Craving 😂 [02:46] Heading to Coffee Center ☕ [05:12] Arrived at Coffee Center & Fun Moments [06:28] Chakuli Pitha, Dalma & Green Chutney Feast 🥞 Support Bunny Vibes: 👍 Like | 💬 Comment | 🔔 Subscribe #OdiaVlog #CoffeeCenter #ABCJuice #ChakuliPitha #OdiaFood #DailyVlog #bhubaneswarfood