ATMA KANDUCHI | ଆତ୍ମା କାନ୍ଦୁଛି | NEW ODIA CHRISTIAN SONG | TIGER BIBAR | AMIT BADANAYAK | NEW ODIA
Amit Badanayak
0:00 / 0:00
ATMA KANDUCHI | ଆତ୍ମା କାନ୍ଦୁଛି | NEW ODIA CHRISTIAN SONG | TIGER BIBAR | AMIT BADANAYAK | NEW ODIA
29 533 просмотра · 2 дня назад
Amit Badanayak
260 тыс. подписчиков
29 533 просмотра · 2 дня назад
ATMA KANDUCHI | ଆତ୍ମା କାନ୍ଦୁଛି | TIGER BIBAR | NEW ODIA CHRISTIAN SONG | AMIT BADANAYAK |
FULL LYRICS
ଆତ୍ମା କାନ୍ଦୁଛି...ମୋ ଅନ୍ତର... ଆତ୍ମା କାନ୍ଦୁଛି...
କାନ୍ଦୁଛି ମୋ ଅନ୍ତର ଆତ୍ମା କାନ୍ଦୁଛି
ଝରୁଛି ମୋ ଆଖିରୁ ଲୁହ ଝରୁଛି
ଯୁଆଡ଼େ ଗଲେ ମୁହିଁ ଯୋଉଠି ଥିଲେ ମୁହିଁ...(୨ଥର)
ଖାଲି ନିର୍ଯାତନା ମିଳୁଛି...
ଯୀଶୁ ତୁମେ ମୋ ସବୁକିଛି
ତୁମ ବିନା ମୋ କିଏ ଅଛି...(୨ଥର)...=୦=
ଯୀଶୁ ତୁମ ସେବା କରୁଛି ମୁଁ ବୋଲି
ଏ ଜଗତ ମୋତେ ଦିଏ ନିନ୍ଦା ଗାଳି
ଯୀଶୁ ତୁମ ବାକ୍ୟ ମାନୁଛି ମୁଁ ବୋଲି
ଭୋଗୁଛି ଜୀବନେ ତାଡ଼ନା ମୁଁ ଖାଲି
ଭଜିଲେ ତୁମ ନାମ ଗାଇଲେ ତୁମ ଗୁଣ ...(୨ଥର)
ଏ ଜଗତ ଘୃଣା କରୁଛି...
ଯୀଶୁ ତୁମେ ମୋ ସବୁକିଛି
ତୁମ ବିନା ମୋ କିଏ ଅଛି...(୨ଥର)...=୧=
ଏ ଜଗତେ ସିନା ଭୋଗୁଛି ମୁଁ କ୍ଲେଶ
ଆଶା ଅଛି ନିଶ୍ଚେ ଯିବି ପାରଦୀଶ
କେତେ ମୁଁ ସହିବି ଦୁଃଖ ନଇରାଶ
ନେଇ ଯାଅ ମୋତେ ଯୀଶୁ ତୁମ ପାଶ
ଜଗତେ ବଞ୍ଚି ରହି କିଛି ତ ଲାଭ ନାହିଁ...(୨ଥର)
ଦୁଃଖ ଖାଲି ବଢ଼ି ଚାଲିଛି...
ଯୀଶୁ ତୁମେ ମୋ ସବୁକିଛି
ତୁମ ବିନା ମୋ କିଏ ଅଛି...(୨ଥର)...=୨=
Praise The Lord...AB Music Presents A New Odia Christian Devotional Song.Which Is Beautifully Sung By Viral Singer Tiger Bibar. Lyrics Penned And Music Composed By Amit Badanayak.Music Arranged By Bapi Samal.Pls Do Like Share Comment And Subscribe.
Praise The Lord... ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ପ୍ରତ୍ୟେକ ଶ୍ରୋତା ବନ୍ଧୁ ମାନଙ୍କୁ AB Music ତରଫରୁ ପ୍ରେମଭରା ନମସ୍କାର। ପ୍ରଥମ ଥର ପାଇଁ ଯୁବ ଉଦୀୟମାନ Viral Singer Tiger Bibar ଙ୍କ କଣ୍ଠରେ "ଆତ୍ମା କାନ୍ଦୁଛି" ଶୀର୍ଷକ ନାମକ ଏକ ସୁମଧୁର ହୃଦୟସ୍ପର୍ଶୀ ଭକ୍ତି ଗୀତ ପ୍ରସ୍ତୁତ କରିଛୁ। ସଂପୂର୍ଣ୍ଣ ଗୀତ ମୁକ୍ତିଲାଭ ହେଇଛି ଶୁଣନ୍ତୁ।
“ଆତ୍ମା କାନ୍ଦୁଛି” — ଏହା ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଅନ୍ତରରେ ଚାପି ରହିଥିବା ସେହି ନିରବ କ୍ରନ୍ଦନର ସ୍ୱର, ଯାହାକୁ ସମସ୍ତେ ଶୁଣିପାରନ୍ତି ନାହିଁ, କିନ୍ତୁ ପ୍ରଭୁ ଯୀଶୁ ଶୁଣନ୍ତି।
ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ତାଙ୍କ ପଥରେ ଚାଲିବାକୁ ଚେଷ୍ଟା କରୁଥିବା ଜଣେ ମଣିଷକୁ ଯେତେବେଳେ ଜଗତରୁ ତାଡ଼ନା, ନିର୍ଯାତନା, ଅପମାନ ଓ ଘୃଣାର ସାମ୍ନା କରିବାକୁ ପଡ଼େ, ସେତେବେଳେ ତା’ର ହୃଦୟ ଭାଙ୍ଗିଯାଏ। ତଥାପି ସେ ନିଜ ବିଶ୍ୱାସକୁ ଛାଡ଼ି ନ ଦେଇ ପ୍ରଭୁ ଯୀଶୁଙ୍କୁ ଧରି ରହିଥାଏ। ଜଗତ ଯଦି ଘୃଣା କରେ, ଯୀଶୁ ଭଲ ପାଆନ୍ତି। ଜଗତ ଯଦି ତାଡ଼ନା ଦିଏ, ଯୀଶୁ ସାନ୍ତ୍ୱନା ଦିଅନ୍ତି। ମଣିଷ ଯଦି ଏକା କରିଦିଏ, ପ୍ରଭୁ ଯୀଶୁ କେବେ ଏକା ଛାଡ଼ନ୍ତି ନାହିଁ।
ଏହି ଗୀତ ଆମକୁ ସ୍ମରଣ କରାଏ—ଜଗତର ଘୃଣା ଆମର ବିଶ୍ୱାସକୁ ଭାଙ୍ଗି ପାରିବ ନାହିଁ। କାରଣ ଆମର ଆଶ୍ରୟ, ଆମର ଶକ୍ତି ଓ ଆମର ଆଶା ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ।
ଆଖିରେ ଲୁହ ଅଛି…ହୃଦୟରେ ବେଦନା ଅଛି…ଆତ୍ମାରେ ଏକ ନିରବ କ୍ରନ୍ଦନ ଅଛି…ତଥାପି ଓଠରେ ଗୋଟିଏ ନାମ— “ଯୀଶୁ”… ✝️
SONG CREDITS :
Song : Atma Kanduchi (Studio Version)
Singer : Tiger Bibar (Viral Singer)
Lyrics & Music : Amit Badanayak
Music Arrangement : Bapi Samal
Record & Mixing : Yash Studio, Cuttack
Mastering by : Subu Da
Making & Edit : Biswo
Thumbnail Design : Biswo
Special Thanks : Kiran,Jojo, Rahul, Pabitra & Sameer
Banner & Production : AB Music
WhatsApp & Contact : 8895583382,7978601423
ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ।
ଅନନ୍ତ ଜୀବନ (Balia Lima)
• ANANTA JIBANA | ଅନନ୍ତ ଜୀବନ | NEW ODIA CHRI...
ଶେଷ ସୁଯୋଗ (Balia Lima)
• SESA SUJOGA | ଶେଷ ସୁଯୋଗ | ଶେଷ ଘଣ୍ଟି 2 | NE...
ଅବୁଝା ପୁଅ ( Balia Lima)
• ABUJHA PUA | ଅବୁଝା ପୁଅ | BALIA LIMA | NEW ...
ବାଲିଘର ଏ ସଂସାର (S Jitu )
• BALIGHARA E SANSARA | S JITU | NEW ODIA CH...
ଉପହାର (Asima Panda)
• UPAHARA | ଉପହାର | NEW ODIA CHRISTMAS SONG ...
ଯୀଶୁ ନାମ ଶ୍ରେଷ୍ଠ ନାମ (Humane Sagar)
• JISUNAMA SRESTHA NAMA | ଯୀଶୁନାମ ଶ୍ରେଷ୍ଠ ନା...
ଜଗତର ଜ୍ୟୋତିଃ (Humane Sagar)
• JAGATARA JYOTI | ଜଗତର ଜ୍ୟୋତିଃ | HUMANE SAG...
ଜୀବନର ଶ୍ୱାସବାୟୁ (Humane Sagar)
• JIBANARA SWASABAYU || ଜୀବନର ଶ୍ୱାସବାୟୁ || H...
ସରଗର ଫୁଲ (Shasank Sekhar)
• SARAGARA PHULA || ସରଗର ଫୁଲ || NEW ODIA CHR...
ଅବାଧ୍ୟ ମଣିଷ (Shasank Sekhar)
• ABADHYA MANISHA | ଅବାଧ୍ୟ ମଣିଷ | SHASANK SE...
ଭଲ ପାଏ ଯୀଶୁ ମୁଁ ତୁମକୁ (Ananya Sritam Nanda)
• BHALA PAE JISU MU TUMAKU | ଭଲ ପାଏ ଯୀଶୁ ମୁଁ...
ମାଡ଼ି ଆସୁଛି (Humane Sagar)
• MADI ASUCHI | ମାଡ଼ି ଆସୁଛି | HUMANE SAGAR N...
ଜୀବନ ଦୀପ (Shasank Sekhar)
• JIBANA DIPA || ଜୀବନ ଦୀପ || NEW ODIA CHRIST...
ଅଛି ଦିନେ ମରଣ (Humane Sagar)
• ACHI DINE MARANA || ଅଛି ଦିନେ ମରଣ || NEW O...
ବଡ଼ଦିନର ଅଭିନନ୍ଦନ ( Humane Sagar)
• BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ ...
ନରକ ଦଣ୍ଡ (Studio Version)
• NARAKA DANDA | ନରକ ଦଣ୍ଡ | NEW ODIA CHRISTI...
ସଙ୍ଗୀତର ସାତ ସୂରେ (Asima Panda)
• SANGITARA SATA SURE || ସଙ୍ଗୀତର ସାତ ସୂରେ | ...
ରେ ମନ (HUMANE SAGAR)
• RE MANA | ରେ ମନ | HUMANE SAGAR | NEW ODIA ...
ସରଗ ରାଇଜ (SHASANK SEKHAR)
• SARAGA RAIJA | ସରଗ ରାଇଜ | NEW ODIA CHRISTI...
ଅଳପ ଆୟୁଷ (Ananya Sritam Nanda)
• ALAPA AYUSHA || ଅଳପ ଆୟୁଷ || ANANYA SRITAM ...
ଆସିଛି ବଡ଼ଦିନ Asima Panda (Studio Version)
• ASICHI BADADINA | ଆସିଛି ବଡ଼ଦିନ | NEW CHRIS...
ହେ ପ୍ରଭୁ (Full HD Video)
• HE PRABHU || ହେ ପ୍ରଭୁ || HUMANE SAGAR NEW ...
କମ୍ପିଉଠେ ଏ ଧରା ଧାମ (Studio Version)
• KAMPIUTHE | କମ୍ପିଉଠେ | NEW ODIA CHRISTMAS ...
କେତେବେଳେ ଚାଲିଯିବ ଜୀବନ (Full Video)
• KETEBELE CHALIJIBA JEEBANA | କେତେବେଳେ ଚାଲି...
କେତେ କାଳରେ ମନ (Studio Version)
• KETE KALA RE MANA || କେତେ କାଳ ରେ ମନ || AMI...
ଶେଷ ଘଣ୍ଟି ( Full Video)
• SESHA GHANTI || ଶେଷ ଘଣ୍ଟି || HUMANE SAGAR ...
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
• JISU MU TUMAKU HRUDE RAKHIBI | ANTARA CHAK...
#atmakanduchi
#Atmakanduchisong
#atmakanduchiodiachristiansong
#odiachristiansongs
#newodiachristiansongs
#tigerbibarchristiansongs
#amitbadanayakchristiansongs
#balialimachristiansong
#tigerbibarodiachristiansongs
#christiansadsongs
#odiachristiansongs
#newodiachristiansong
#odiachristiansong
#humanesagarodiachristiansongs
#humanesagarchristiansongs
#odiachristiansongs2026
#amitbadanayakchristiansong
#christiansongs
#tigerbibar
#aseemapanda
#humanesagar
#amitbadanayak
#abmusic
#balialima
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.