Перейти к содержимому

Dayal mo ghare bije kariba || With Lyrics ||By-Sonali maa || #satsang #viral #trending #odiabhajan

SATSANG VIHAR DKT и PRABRUDHA PRADHAN

0:00 / 0:00

Dayal mo ghare bije kariba || With Lyrics ||By-Sonali maa || #satsang #viral #trending #odiabhajan

6 030 просмотров · 6 дней назад
SATSANG VIHAR DKT и PRABRUDHA PRADHAN
6 030 просмотров · 6 дней назад
(ଜୟଗୁରୁ) (ବନ୍ଦେପୁରୁଷୋତ୍ତମମ୍) “ଦୟାଲ ମୋ ଘରେ ବିଜେ କରିବ ମୋ ଘର ଏକ ମନ୍ଦିର ହେବ” ଏହି ସୁନ୍ଦର ସତସଙ୍ଗ ଗୀତଟି With Lyrics ଆପଣମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ❤️ 🎙️ ଗାୟକ:- ସୋନାଲି ମା 📍 ସ୍ଥାନ:- ସତସଙ୍ଗ ବିହାର ଜାନିବିଲ୍ଲି, ଧରାକୋଟ ଭିଡିଓଟି ଭଲ ଲାଗିଲେ Like 👍, Share ↗️ ଏବଂ Channelକୁ Subscribe 🔔 କରନ୍ତୁ। JOIN OUR GROUP...    / @satsangvihardkt     / satsangvihar_dharakote   https://whatsapp.com/channel/0029Vb7n... **"Song Lyrics"** ଦୟାଲ ମୋ ଘରେ ବିଜେ କରିବ ମୋ ଘର ଏକ ମନ୍ଦିର ହେବ ସାଥେ ଥିବେ ଲକ୍ଷ୍ମୀ ମା ଆଚାର୍ଯ୍ୟ ଦେବ ମୋ ଘର ଏକ ମନ୍ଦିର ହେବ ଦୟାଲ ମୋ ଘରେ.... ପ୍ରତ୍ୟୁଷରୁ ଉଠି ସତନାମ ଜପିବି ଉଷାକାଳେ ଇଷ୍ଟଭୃତି ଅରପି ଦେଵି ସକାଳର ଶୁଭ ଶଙ୍ଖ ବାଜି ଉଠିବ ମୋ ଘର ଏକ ମନ୍ଦିର ହେବ ଦୟାଲ ମୋ ଘରେ.... ପରିବାର ପରିଜନ ସଙ୍ଗରେ ବସି ଗାଇବୁ ସଭିୟେ ଆମେ ପ୍ରାତଃ ବିନତୀ ପିତା ମାତା ଚରଣେ ମୋ ମଥା ନଇଁବ ମୋ ଘର ଏକ ମନ୍ଦିର ହେବ ଦୟାଲ ମୋ ଘରେ... ଯଜନ୍ ଯାଜନ୍ ଆଉ ଇଷ୍ଟଭୃତି ସ୍ଵସ୍ତୟନି ସଦାଚାର ହେବ ମୋ ନୀତି ଇଷ୍ଟ କର୍ମ କରି ମୋର ଦିନ ବିତିବ ମୋ ଘର ଏକ ମନ୍ଦିର ହେବ ଦୟାଲ ମୋ ଘରେ.... ସାୟଂ କାଳେ ଜାଳି ଦେଇ ତାଙ୍କ ଆଳତି ଗାଇବୁ ପୁଣି ଆମେ ସନ୍ଧ୍ୟା ବିନତି କିରିତନେ ଚଉଦିଗେ ପୁରୀ ଉଠିବ ମୋ ଘର ଏକ ମନ୍ଦିର ହେବ ଦୟାଲ ମୋ ଘରେ... ତବ ରୂପ କାନ୍ତି ସ୍ମରଣ କରି ଏ ଭବ ସାଗରୁ ହୋଇବୁ ପାରି ଜପି ଜପି ସତନାମ ଏ ଦିନ ଯିବ ମୋ ଘର ଏକ ମନ୍ଦିର ହେବ ଦୟାଲ ମୋ ଘରେ ବିଜେ କରିବ ..... ମୋ ଘର ଏକ ମନ୍ଦିର ହେବ.... *********************************************** 🌸 About This Channel 🌸 This channel is dedicated to spreading the divine teachings, life philosophy, and spiritual guidance of Thakur Anukul Chandra Ji. His words are not only filled with devotion but also provide practical wisdom for leading a peaceful, purposeful, and progressive life. Through this channel, you will find: ✨ Inspiring thoughts of Thakur Ji ✨ Teachings on faith, devotion & humanity ✨ Motivational messages for daily life ✨ Satsang, bhajans & spiritual discussions Our goal is to make the eternal wisdom of Thakur Anukul Chandra reach every heart, especially the younger generation, so that they can live a life of truth, love, and service to humanity. 🙏 Stay connected, spread positivity, and walk on the path of spirituality with Thakur Anukul Chandra’s divine light.