ଗାଡ଼ି ଭାଙ୍ଗିଲେ...ପୋଲିସକୁ ପିଟିଲେ !| Bhubaneswar Bharatpur Police | Violence Over Property Dispute |OR
Odisha Reporter
0:00 / 0:00
ଗାଡ଼ି ଭାଙ୍ଗିଲେ...ପୋଲିସକୁ ପିଟିଲେ !| Bhubaneswar Bharatpur Police | Violence Over Property Dispute |OR
27 776 просмотров · 1 год назад
Odisha Reporter
2,98 млн подписчиков
27 776 просмотров · 1 год назад
ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ || Brother Attacks Sibling Over Property Dispute in Bharatpur , Bhubaneswar ||
ଘର ମାଲିକାନା ହାତେଇବା ପାଇଁ ନିଜ ଭାଇକୁ ହାଣିଲା ଭାଇ । ସାନ ଭାଇର ହାତ ହାଣିଦେଇଛି ବଡ ଭାଇ । ଘଟଣା ଘଟିଛି ଭରତପୁର ଅଞ୍ଚଳରେ । ଅଭିଯୁକ୍ତକୁ ଆଣିବା ସମୟରେ ଉତ୍ୟକ୍ତ ଲୋକେ ପୋଲିସ ଭ୍ୟାନ ଅଟକାଇଥିଲେ । ପିସିଆର ଭ୍ୟାନ ଭାଙ୍ଗିବା ସହ ପୋଲିସ ଓ ଆକ୍ରମଣକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଉତ୍ୟକ୍ତ ଲୋକେ । ଦେଖନ୍ତୁ ଦୃଶ୍ୟ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#odishareporter #OdishaReporter #Attack #police #violence #Bhratpur #Bhubaneswar