Перейти к содержимому

କୃଷକ ଉତ୍ପାଦକ ଗୋଷ୍ଠୀର ସଫଳତା: ସଫଳତାର କାହାଣୀ | Krishi Darshan | DDK Bhubaneswar

DD ODIA

0:00 / 0:00

କୃଷକ ଉତ୍ପାଦକ ଗୋଷ୍ଠୀର ସଫଳତା: ସଫଳତାର କାହାଣୀ | Krishi Darshan | DDK Bhubaneswar

989 просмотров · 1 день назад
DD ODIA
716 тыс. подписчиков
989 просмотров · 1 день назад
ସଙ୍ଗଠିତ କୃଷିରୁ ନୂଆ ପରିଚୟ: ବଳିହରଚଣ୍ଡୀ FPO ର ସଫଳତାର କାହାଣୀ | Krishi Darshan | DDK Bhubaneswar ଚାଷୀମାନଙ୍କୁ ସଙ୍ଗଠିତ କରି ଆତ୍ମନିର୍ଭରଶୀଳ କରିବାରେ ବଳିହରଚଣ୍ଡୀ କୃଷକ ଉତ୍ପାଦକ କମ୍ପାନୀ (Baliharchandi Farmers Producer Company Ltd., Brahmagiri, Puri) ସୃଷ୍ଟି କରିଛି ଏକ ନୂଆ ମାଇଲଖୁଣ୍ଟ। କିପରି ଏହି FPO ସ୍ଥାନୀୟ କୃଷକମାନଙ୍କୁ ସାଙ୍ଗରେ ନେଇ ଉତ୍ପାଦନ, ସଠିକ୍ ବଜାରସେବା ଓ ରୋଜଗାର ବୃଦ୍ଧି କରୁଛି, ସେହି ବିଷୟରେ ଜାଣିବା ପାଇଁ ଦେଖନ୍ତୁ 'କୃଷି ଦର୍ଶନ'ର ଏହି ସ୍ୱତନ୍ତ୍ର ଅଧ୍ୟାୟ। Discover the success story of Baliharchandi Farmers Producer Company Ltd. (Brahmagiri, Puri) in this episode of Krishi Darshan. Learn how this FPO empowers local farmers through collective farming, better market linkage, and sustainable agricultural growth supported by NABARD. Watch More Episodes & Subscribe: 👉 Channel: DD Odia / DDK Bhubaneswar 👉 Show: Krishi Darshan (କୃଷି ଦର୍ଶନ) #KrishiDarshan #FPOSuccessStory #BaliharchandiFPO #DDOdia #NABARD #PuriFarmers #DDKBhubaneswar #OdishaAgriculture #SmartFarming