Перейти к содержимому

Lecturer/ Assistant Professor Interview [SSB, OPSC] ସାକ୍ଷାତକାର ପାଇଁ କେମିତି ନିଜକୁ ପ୍ରସ୍ତୁତ କରିବା?

NUTAN KHAMARI

0:00 / 0:00

Lecturer/ Assistant Professor Interview [SSB, OPSC] ସାକ୍ଷାତକାର ପାଇଁ କେମିତି ନିଜକୁ ପ୍ରସ୍ତୁତ କରିବା?

27 045 просмотров · 4 года назад
NUTAN KHAMARI
2,01 тыс. подписчиков
27 045 просмотров · 4 года назад
lecturer/ Assistant Professor Interview l ସାକ୍ଷାତକାର ପାଇଁ କେମିତି ନିଜକୁ ପ୍ରସ୍ତୁତ କରିବା? ଏହି ଭିଡ଼ିଓରେ ଯେଉଁ ସବୁ ଦିଗ ସମ୍ପର୍କରେ କୁହାଯାଇ ନାହିଁ ସେଇ ସବୁ ଦିଗ ଗୁଡିକ ହେଉଛି - 1- ସାକ୍ଷାତକାର ସମୟରେ ବ୍ୟଗ୍ରତା ପ୍ରକାଶ କରିବେ ନାହିଁ l ସାଧାରଣ ଭାବେ ନିଜକୁ ପ୍ରସ୍ତୁତ କରି ଧୀରେଧୀରେ ଆଲୋଚନାର ପରିସରକୁ ଯିବା ଉଚିତ l 2- ନିଜ ଅଂଚଳ ତଥା ଜିଲ୍ଲାର ଲୋକ ପରମ୍ପରା, ଐତିହ୍ୟ, ଯାନିଯାତ୍ରା, ବିଶିଷ୍ଟ ଲେଖକ, ପର୍ଯ୍ୟଟନ ସ୍ଥାନ ଆଦି ସମ୍ପର୍କରେ ଜାଣିବା ଆବଶ୍ୟକ l 3- ଉତ୍ତର ପ୍ରଦାନ କରିବା ସମୟରେ ଭାଷା ପ୍ରତି ସଚେତନ ହେବ ଉଚିତ l ପୂର୍ଣ୍ଣ ବାକ୍ୟ, ଉଚ୍ଚାରଣଗତ ଶୁଦ୍ଧତା ଆଦି ବିଷୟରେ ଧ୍ୟାନ ଦେବାକୁ ହେବ l 3- ଯଦି କୌଣସି ପତ୍ର ପତ୍ରିକାରେ ଆପଣଙ୍କ ଗବେଷଣାଧର୍ମୀ ଆଲୋଚନା ପ୍ରକାଶ ପାଇଥାଏ; ତେବେ ଉକ୍ତ ପତ୍ରିକାର ସମ୍ପାଦକଙ୍କ ନାମ,ପ୍ରକାଶକାଳ ଆଦି ସମ୍ପକରେ ଜାଣିବା ଉଚିତ l 5- ସାହିତ୍ୟ ସମ୍ପର୍କିତ ତାଜା ଖବର ବିଷୟରେ ଅବଗତ ଥିବା ଦରକାର l 6- ନିଜର ତଥା ନିଜ ପରିବାରର ପାରିବାରିକ ଅଭାବ ଅସୁବିଧା ବିଷୟରେ କହିବା ଠିକ ନୁହେଁ l 7-ଯେଉଁ ଦିନ ସାକ୍ଷାତକାର ପରୀକ୍ଷା ଥିବ ସେହି ଦିନର ଦୈନିକ ଖବର କାଗଜ ପଢିଥିବା ଉଚିତ l 8- ସାକ୍ଷାତକାର ସରିଲା ପରେ ଆମେ ଉତ୍ତର ଦେଇପାରିନଥିବା ପ୍ରଶ୍ନର ପୁଣି ଥରେ ଉତ୍ତର ଦେବାକୁ ଚେଷ୍ଟା କରିବା ଉଚିତ ନୁହେଁ l Please Like, Share and subscribe my You Tube channel and press the bell icon for future video update.🙏