ସିକ୍ରେଟ୍ ମସଲା ସହିତ ସ୍ପେଶାଲ ବାଇଗଣ ଭରତା | Special Baingan Bharta Recipe
Rajashree Flavour Lab
0:00 / 0:00
ସିକ୍ରେଟ୍ ମସଲା ସହିତ ସ୍ପେଶାଲ ବାଇଗଣ ଭରତା | Special Baingan Bharta Recipe
86 просмотров · 6 месяцев назад
Rajashree Flavour Lab
168 подписчиков
86 просмотров · 6 месяцев назад
ନମସ୍କାର ଦର୍ଶକ ବନ୍ଧୁ! ଆଜିର ଏହି ଭିଡିଓରେ ଆମେ ପ୍ରସ୍ତୁତ କରିବାକୁ ଯାଉଛୁ ସମସ୍ତଙ୍କର ପ୍ରିୟ ଏବଂ ସ୍ୱାଦିଷ୍ଟ "ବାଇଗଣ ଭରତା"। ଏହାକୁ ଆମେ ସମ୍ପୂର୍ଣ୍ଣ ଦେଶୀ ଢଙ୍ଗରେ ଏବଂ ଏକ ସିକ୍ରେଟ୍ ଟିପ୍ସ ସହିତ ବନେଇଛୁ, ଯାହା ଏହାର ସ୍ୱାଦକୁ ଦୁଇଗୁଣା କରିଦେବ।
ଆବଶ୍ୟକୀୟ ସାମଗ୍ରୀ (Ingredients):
ବାଇଗଣ (Eggplant)
ପିଆଜ, ଟମାଟୋ (Onion & Tomato)
ଅଦା, ରସୁଣ ବଟା (Ginger-Garlic paste)
କଞ୍ଚାଲଙ୍କା ଏବଂ ଧନିଆ ପତ୍ର
ସୁଆଦ ଅନୁସାରେ ଲୁଣ ଏବଂ ତେଲ
(ଅନ୍ୟାନ୍ୟ ମସଲା...)
ଯଦି ଆପଣଙ୍କୁ ଆମର ଏହି ରେସିପି ଭଲ ଲାଗେ, ତେବେ ଭିଡିଓକୁ Like କରନ୍ତୁ, ନିଜ ସାଙ୍ଗମାନଙ୍କ ସହ Share କରନ୍ତୁ ଏବଂ ଆମ ଚ୍ୟାନେଲକୁ Subscribe କରିବାକୁ ଜମାରୁ ଭୁଲନ୍ତୁ ନାହିଁ।
#OdiaRecipe #BaiganaBharta #OdiaFood #CookingVideo #EggplantRecipe #VillageFood #OdiaCooking #SpecialRecipe #RajashreeFlavourLab