Перейти к содержимому

ରେଜଲ୍ଟ ବାହାରିବା ପରେ ପରେ, ଦୀପାଳି ଦାସ ବର୍ଷିଲେ ଟଙ୍କଧରଙ୍କ ଉପରେ ! Deepali das Jharsuguda BCJD result.

Pratidin TV

0:00 / 0:00

ରେଜଲ୍ଟ ବାହାରିବା ପରେ ପରେ, ଦୀପାଳି ଦାସ ବର୍ଷିଲେ ଟଙ୍କଧରଙ୍କ ଉପରେ ! Deepali das Jharsuguda BCJD result.

14 343 просмотра · 13 часов назад
Pratidin TV
1,77 млн подписчиков
14 343 просмотра · 13 часов назад
ରେଜଲ୍ଟ ବାହାରିବା ପରେ ପରେ, ଦୀପାଳି ଦାସ ବର୍ଷିଲେ ଟଙ୍କଧରଙ୍କ ଉପରେ ! ଝାରସୁଗୁଡ଼ା ରେ ବିଜୁ ଛାତ୍ର ଜନତା ଦଳ ବାଜି ମାତ୍ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ନେତ୍ରୀ ଦୀପାଳି ଦାସ ।ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ରେ ଥିବା କଲେଜ ଗୁଡ଼ିକ ରେ ବିଜୁ ଛାତ୍ର ଜନତା ଦଳ ର ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା କହିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଜି ଛାତ୍ର ସମାଜ ବିଜେଡି ଦଳ ରେ ସାମିଲ ହୋଇଥିବା କହିଛନ୍ତି ଦୀପାଳି ଦାସ।ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ରେ ମୋଟ 4 ଟି କଲେଜ ରେ ନିର୍ବାଚନ ହୋଇଥିବା ବେଳେ ସମସ୍ତ କଲେଜ ରେ ବିଜୁ ଛାତ୍ର ଜନତା ଦଳ ର ବାଜିମାତ୍ ହୋଇଥିବା କହିଛନ୍ତି ଦୀପାଳି ଦାସ।ତେବେ ଏହି ସମୟ ରେ ଝାରସୁଗୁଡ଼ା ଏଲ ଏନ୍ କଲେଜ ରେ ନିର୍ବାଚନ ବାତିଲ କୁ ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ଟାର୍ଗେଟ କରିବା ସହିତ ଏଲ ଏନ୍ କଲେଜ ନିର୍ବାଚନ ରେ ଝାରସୁଗୁଡ଼ା ବିଧାୟକ ଙ୍କ ହାତ ଥିବା କହିଛନ୍ତି। Deepali das Jharsuguda BCJD result. #DeepaliDas #JharsugudaCollegeElection #BCJDWins #JharsugudaPolitics #OdishaStudentPolls2026 Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha