ଓଡ଼ିଆ ସ୍ପେଶାଲ ନଡିଆ ଆରିସା ପିଠା | Odia Nadiya Arisa Pitha Recipe | Chinmayee Creative Kitchen
Chinmayee Sahu
0:00 / 0:00
ଓଡ଼ିଆ ସ୍ପେଶାଲ ନଡିଆ ଆରିସା ପିଠା | Odia Nadiya Arisa Pitha Recipe | Chinmayee Creative Kitchen
12 просмотров · 4 дн. назад
Chinmayee Sahu
8 подписчиков
12 просмотров · 4 дн. назад
ନମସ୍କାର 🙏 Chinmayee Creative Kitchen କୁ ସ୍ୱାଗତ!
ଆଜି ଆମେ ବନେଇବା ଓଡ଼ିଶାର ପାରମ୍ପରିକ ଓ ସ୍ୱାଦିଷ୍ଟ ନଡିଆ ଆରିସା ପିଠା। ଘରୋଇ ଶୈଳୀରେ ବହୁତ ସହଜରେ ବନେଇ ପାରିବେ।
ଆବଶ୍ୟକ ସାମଗ୍ରୀ:
👉 ଅରୁଆ ଚାଉଳ ଚୁନା
👉 ନଡିଆ ଛୋଟ ଛୋଟ ଖଣ୍ଡ
👉 ଗୁଡ
👉 ଧଳା ରାଶି
👉 ତେଲ
ଭିଡିଓ ଭଲ ଲାଗିଲେ Like, Share, Subscribe କରିବାକୁ ଭୁଲିବେନି!
#ArisaPitha #NadiyaPitha #OdiaPitha #OdishaSpecial #ChinmayeeCreativeKitchen #PithaRecipe #TraditionalOdiaFood