Перейти к содержимому

ସାରା ବିଶ୍ୱ ପାଇଁ ବଡ଼ ସଙ୍କଟ! Nepal Flood Disaster: UN Issues Urgent Warning for Himalayas | N18V

News18 Odia

0:00 / 0:00

ସାରା ବିଶ୍ୱ ପାଇଁ ବଡ଼ ସଙ୍କଟ! Nepal Flood Disaster: UN Issues Urgent Warning for Himalayas | N18V

9 365 просмотров · 21 час назад
News18 Odia
6,15 млн подписчиков
9 365 просмотров · 21 час назад
ସାରା ବିଶ୍ୱ ପାଇଁ ବଡ଼ ସଙ୍କଟ! Nepal Flood Disaster: UN Issues Urgent Warning for Himalayas | N18V The devastating flash flood and glacial collapse in Nepal have exposed the severe fragility of the Hindu Kush Himalayas, triggering a grave warning from UN Climate Chief Simon Stiell. Rising global temperatures and rapid melting of Himalayan glaciers pose an unprecedented climate threat to millions. Watch the full video to understand the UN's urgent warning, the impact of global warming, and the latest updates on the Nepal flood disaster. ନେପାଳ-ଚୀନ୍ ସୀମାନ୍ତରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ଗ୍ଲେସିୟର ଭାଙ୍ଗିବା ଘଟଣା ସାରା ବିଶ୍ୱ ପାଇଁ ସାଜିଛି ଚିନ୍ତାର କାରଣ। ଏହି ବିପତ୍ତିକୁ ନେଇ ଜାତିସଂଘ (UN) କ୍ଲାଇମେଟ୍ ଚିଫ୍ ସାଇମନ୍ ଷ୍ଟିଏଲ୍ ଏକ ବଡ଼ ଚେତାବନୀ ଦେଇଛନ୍ତି। ଗ୍ଲୋବାଲ ୱାର୍ମିଂ ଯୋଗୁଁ ହିନ୍ଦୁକୁଶ ହିମାଳୟ ଅଞ୍ଚଳ ଗମ୍ଭୀର ସଙ୍କଟ ଦେଇ ଗତି କରୁଛି। ହିମାଳୟର ବରଫ ଶୀଘ୍ର ତରଳିବା କାରଣରୁ ଏପରି ପ୍ରଳୟଙ୍କରୀ ବନ୍ୟା ବାରମ୍ବାର ଆସିବାର ଆଶଙ୍କା ରହିଛି। ଏହି ସମ୍ପୂର୍ଣ୍ଣ ରିପୋର୍ଟ ଜାଣିବା ପାଇଁ ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ। #NepalFlood #ClimateChange #HinduKushHimalayas Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI ID_OD_SS