ବାତ୍ୟା ପରେ ସମୁଦ୍ରରେ 'ମୁରାସୁ'ର ଭୀଷଣ ରୂପ,୧୨୦ କିମି ପବନ, ୫ ଜିଲ୍ଲାକୁ କରିବ ଛାରଖାର | Cyclone Murassu Update
Prameya Digital
0:00 / 0:00
ବାତ୍ୟା ପରେ ସମୁଦ୍ରରେ 'ମୁରାସୁ'ର ଭୀଷଣ ରୂପ,୧୨୦ କିମି ପବନ, ୫ ଜିଲ୍ଲାକୁ କରିବ ଛାରଖାର | Cyclone Murassu Update
111 480 просмотров · 7 ч назад
Prameya Digital
150 тыс. подписчиков
111 480 просмотров · 7 ч назад
ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ, ଗଭୀର ଅବପାତରେ ପରିଣତ ହେବା ପରେ ସାମୁଦ୍ରିକ ଝଡ଼ର ରୂପ ନେଲା । ବାତ୍ୟାର ନାମ Cyclone Murassu। ନଭେମ୍ବର ୨ରେ ଭୀଷଣ ବାତ୍ୟା ଏବଂ ନଭେମ୍ବର ୩ ସକାଳେ ଦକ୍ଷିଣ ଆନ୍ଧ୍ର ଉପକୂଳରେ Landfall କରିବା ନେଇ IMD ପୂର୍ବାନୁମାନ କରିଛି। Landfall ସମୟରେ ପବନର ବେଗ ୧୦୦-୧୧୦ କିମି ଏବଂ ଝଟକା ପବନ ୧୨୦ କିମି ପର୍ଯ୍ୟନ୍ତ ରହିପାରେ।
ଓଡ଼ିଶାରେ ସିଧାସଳଖ ବାତ୍ୟା ମାଡ଼ ନହେଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରହିଛି ବିଶେଷ ସତର୍କତା। Puri, Khordha, Kalahandi and Nabarangpur ଜିଲ୍ଲାରେ ମଧ୍ୟ ବର୍ଷା ଓ ପବନ ଆଶଙ୍କା ରହିଛି। Cyclone Murassu Latest Update, Odisha Weather Update, IMD Cyclone Alert ଏବଂ Andhra Pradesh Landfall ସମ୍ପର୍କିତ ସମସ୍ତ ଖବର ପାଇଁ ଦେଖନ୍ତୁ ଏହି ରିପୋର୍ଟ।
👍 Like କରନ୍ତୁ | 📲 Share କରନ୍ତୁ | 🔔 Subscribe କରନ୍ତୁ Prameya Digital। Odisha Latest News ଓ Breaking News ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।
#CycloneMurassu #CycloneAlert #CycloneUpdate #OdishaWeather #OdishaNews #OdiaNews #IMDAlert #BayOfBengal #AndhraPradesh #HeavyRainAlert #Ganjam #Gajapati #SouthOdisha #WeatherUpdate #PrameyaDigital
For latest news updates follow us on WhatsApp: https://www.whatsapp.com/channel/0029...
For latest Odisha News Follow us:
Website: http://www.prameya.com
/ prameyadigital
/ prameyadigital
/ @prameyadigital
/ prameya-digital-2853663a7
/ prameyadigital
https://www.whatsapp.com/channel/0029...