KHANDAPADA NAC BYELECTION -ସରିଲା ଖଣ୍ଡପଡା NAC ଅନାସ୍ଥା ଭୋଟ, ବାହାରିଲା ନାହିଁ ଫଳାଫଳ
ETV Bharat Odisha
0:00 / 0:00
KHANDAPADA NAC BYELECTION -ସରିଲା ଖଣ୍ଡପଡା NAC ଅନାସ୍ଥା ଭୋଟ, ବାହାରିଲା ନାହିଁ ଫଳାଫଳ
14 509 просмотров · 1 год назад
ETV Bharat Odisha
35,6 тыс. подписчиков
14 509 просмотров · 1 год назад
KHANDAPADA NAC BYELECTION:ନୟାଗଡ଼: କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶେଷ ହୋଇଛି ନୟାଗଡ଼ ଖଣ୍ଡପଡ଼ା NACର ଅନାସ୍ଥା ଭୋଟ । ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ବିରୋଧ ହୋଇଥିବା ଅନାସ୍ଥା ଭୋଟରେ ଭାଗ ନେଇଥିଲେ 10 ଜଣ କାଉନସିଲର । ସେଥିମଧ୍ୟରୁ 6 ଜଣ କାଉନସିଲର ବିଜେଡ଼ିର, ଜଣେ ବିଜେପିର ଏବଂ ଅନ୍ୟ ତିନି ଜଣ ସ୍ବାଧୀନ କାଉନସିଲର । ଭୋଟ ସରିବା ପରେ ମଧ୍ୟ ନିର୍ବାଚନ ଅଧିକାରୀ ଫଳାଫଳ ଘୋଷଣା କରିନଥିଲେ ।
ଅଧିକ ପଢନ୍ତୁ - https://shorturl.at/V1L1E
#Khandapada #ଖଣ୍ଡପଡାଏନଏସି #ଅନାସ୍ଥାଭୋଟ #Nayagarh #KHANDAPADABYELECTION #KHANDAPADAPOLITICSNEWS
#NoConfidenceVote #KHANDAPADANACBYELECTION
ETV Bharat Odisha is an exclusive news channel on YouTube which streams news related to Odisha. Get latest news, breaking news, video, audio and feature stories in ETV Bharat Odisha.
ଇଟିଭି ଭାରତ ଓଡିଶା ହେଉଛି ଏକ ସ୍ୱତନ୍ତ୍ର ନ୍ୟୁଜ୍ ଚ୍ୟାନେଲ ଯାହା ଓଡିଶା ସହ ଜଡିତ ଖବର ପ୍ରସାରଣ କରେ | ଆପଣ ETV ଭାରତ ଓଡିଶା ୟୁଟ୍ୟୁବ୍ ଚ୍ୟାନେଲରେ ସର୍ବଶେଷ ଖବର, ବ୍ରେକିଙ୍ଗ୍ ନ୍ୟୁଜ୍, ଭିଡିଓ, ଅଡିଓ ସହ ସମସ୍ତ ଖବର ପାଇପାରିବେ
For daily news updates visit WWW.ETVBHARAT.COM or download ETV Bharat app :- https://bit.ly/33ZE4MX
ଆମର ସୋସିଆଲ ମିଡିଆ ଚ୍ୟାନେଲରେ ଯୋଡି ହୋଇ ରୁହନ୍ତୁ | :-
Facebook ( ଫେସବୁକ ) :- / etvbharatodisha
Twitter ( ଟ୍ୱିଟର ) :- / etvbharatod
Koo :-https://www.kooapp.com/profile/etvbha...
Share Chat ( ସେୟାରଚାଟ ) :- https://sharechat.com/profile/etvbhar...