Перейти к содержимому

Village Gundijhari Ganesh chaturthi festival 💐//ଗାର ଗଣେଶ ଜିକୁ ଗାଁରେ କେମିତି ବୁଲେଇଲୁ ଆରି //ଫୁଲ୍ ମସ୍ତି

ttyyyyuuuuu

0:00 / 0:00

Village Gundijhari Ganesh chaturthi festival 💐//ଗାର ଗଣେଶ ଜିକୁ ଗାଁରେ କେମିତି ବୁଲେଇଲୁ ଆରି //ଫୁଲ୍ ମସ୍ତି

781 просмотр · 9 дн. назад
ttyyyyuuuuu
10 подписчиков
781 просмотр · 9 дн. назад
Village Gundijhari Ganesh chaturthi festival 💐//ଗାର ଗଣେଶ ଜିକୁ ଗାଁରେ କେମିତି ବୁଲେଇଲୁ ଆରି //ଫୁଲ୍ ମସ୍ତି ganesh chaturthi festival ganesh puja Village ra ganesh chaturthi festival Village Life style 💐 #ganeshchaturthi #Vikhnayak #ganesha #ganeshji #Ganeshpuja #villagelife#villageganesh ---------------------------------------------------------- ଓଡ଼ିଶା ନବରଙ୍ଗପୁର ଜିଲ୍ଲାରେ ରାଇଘର ବ୍ଲକ ହଳଦୀ ଗୁଣ୍ଡିଝରୀ ଗାଁ ଆମ ଗାଁରେ ପ୍ରତି ବର୍ଷ ଗଣେଶ ପୂଜା କରିଥାଉ ଏବଂ ଗଣେଶ ପୁଜା ପ୍ରତି ଗାଁରେ କରନ୍ତି କାହିଁକି କିନା ଗଣେଶ ଭଗବାନ୍ କୁ ପ୍ରଥମ ପୂଜ୍ୟ କୁହା ଯାଏ ଏବଂ ଆମ ଏକ ଛୋଟିଆ ଗାଁରେ ବି କହିଥାଉ କିନ୍ତୁ ଆମ ଗାଁରେ ଗଣେଶ ପୂଜା ଭଲଭାବରେ। ବାଳନ କରନ୍ତି ଏବଂ ସମସ୍ତେ ମିଳିମିଶି ବାଳନ କରନ୍ତି 💐💐💐💐💐 ଆମ ଗୁଣ୍ଡିଝରୀ ଗଣେଶ ପୂଜା ବିସର୍ଜନ ଦିନରେ ଭଲଭାବରେ ବିସର୍ଜନ କରାଗଲା ଏବଂ ସମସ୍ତେ ଗ୍ରାମ ବାସୀ ଏକୁଠିଆ ଗଣେଶ ଭଗବାନ୍ ବିସର୍ଜନ କରାଗଲା // ଆରି ବିସର୍ଜନ ଦିନରେ ନାଚ ଗୀତ ଫୁଲ୍ ମସ୍ତି କରିଲେ ଏବଂ ଗାଁ ସାରା ସବୁଆଡେ ଗଣେଶ ଯିକୁ ବୁଲେଇଲେ //💐💐💐💐💐💐 thank you so much 🙏🙏🙏🙏🙏