Перейти к содержимому

ଶ୍ରୀମଦ୍‌ଭଗବଦ୍‌ଗୀତା ଅଧ୍ୟାୟ–୧୦ ବିଭୂତି ଯୋଗ/ଶ୍ରୀକୃଷ୍ଣଙ୍କ ଦିବ୍ୟ ମହିମା.

Trishna's Divine Light🪔

0:00 / 0:00

ଶ୍ରୀମଦ୍‌ଭଗବଦ୍‌ଗୀତା ଅଧ୍ୟାୟ–୧୦ ବିଭୂତି ଯୋଗ/ଶ୍ରୀକୃଷ୍ଣଙ୍କ ଦିବ୍ୟ ମହିମା.

32 просмотра · 2 дня назад
Trishna's Divine Light🪔
433 подписчика
32 просмотра · 2 дня назад
🕉️ ଶ୍ରୀମଦ୍‌ଭଗବଦ୍‌ଗୀତା – ଅଧ୍ୟାୟ ୧୦ | ବିଭୂତି ଯୋଗ 🕉️ ଶ୍ରୀମଦ୍‌ଭଗବଦ୍‌ଗୀତାର ଦଶମ ଅଧ୍ୟାୟକୁ “ବିଭୂତି ଯୋଗ” କୁହାଯାଏ। ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଦିବ୍ୟ ବିଭୂତି, ଐଶ୍ୱର୍ଯ୍ୟ ଓ ସୃଷ୍ଟିରେ ନିଜର ଉପସ୍ଥିତି ବିଷୟରେ ବୁଝାଇଛନ୍ତି। ଏହି ଭିଡିଓରେ ଶ୍ରୀମଦ୍‌ଭଗବଦ୍‌ଗୀତା ଅଧ୍ୟାୟ–୧୦ର ସହଜ ଓଡ଼ିଆ ଭାବାର୍ଥ ଓ ଆଧ୍ୟାତ୍ମିକ ସନ୍ଦେଶ ଜାଣନ୍ତୁ। 🙏 ଭିଡିଓଟି ଭଲ ଲାଗିଲେ Like 👍, Share 📲 ଏବଂ Channelକୁ Subscribe 🔔 କରନ୍ତୁ।