Перейти к содержимому

ଅନ୍ତଃଜିଲ୍ଲା ଟ୍ରକ ଚୋରି ରାକେଟ ର ପର୍ଦ୍ଦାଫାଶ,ଛେରା ଖୋଜୁଛି ପୋଲିସ ,୨୦୧୯ ଚାଲିଥିଲା କାରବାର!Truck Racket Busted

Pratidin TV

0:00 / 0:00

ଅନ୍ତଃଜିଲ୍ଲା ଟ୍ରକ ଚୋରି ରାକେଟ ର ପର୍ଦ୍ଦାଫାଶ,ଛେରା ଖୋଜୁଛି ପୋଲିସ ,୨୦୧୯ ଚାଲିଥିଲା କାରବାର!Truck Racket Busted

3 172 просмотра · 5 часов назад
Pratidin TV
1,77 млн подписчиков
3 172 просмотра · 5 часов назад
ନିଜକୁ କେତେବେଳେ ଡ୍ରାଇଭର ତ କେତେବଳେ କମ୍ପାନୀ ର ମାଲିକ ର ପରିଚୟ ଦେଇ ଭଡ଼ା ସୂତ୍ରରେ ଓ ଚୁକ୍ତି ଆଧାରରେ ଗାଡ଼ି ନେଇ ତାକୁ ଅନ୍ୟତ୍ର ବିକ୍ରି କରିଦେଉଥିବା ଏବଂ ଗାଡ଼ି ମାଲିକଙ୍କର ଲକ୍ଷାଧିକ ଟଙ୍କା କ୍ଷତି କରିଥିବା ଏକ ଅନ୍ତଃଜିଲ୍ଲା ପରିବାର ଗ୍ୟାଙ୍ଗର ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ମଞ୍ଚେଶ୍ୱର ପୋଲିସ ଗିରଫ କରିଛି। ଗିରଫ ଦୁଇ ଭାଇ ହେଉଛନ୍ତି ମନୋଜ ମହାପାତ୍ର ଓ ଅଜୟ କୁମାର ମହାପାତ୍ର। ସୂଚନା ଅନୁଯାୟୀ ଗିରଫ ବ୍ୟକ୍ତି ଙ୍କ ବାପା ନିରଞ୍ଜନ ମହାପାତ୍ର ଏବଂ ତାଙ୍କର ଦୁଇ ପୁଅ ମନୋଜ ଓ ଅଶୋକ ମାତ୍ର ୧୦,୦୦୦/- ଟଙ୍କା ଦେଇ ଅଭିଯୋଗକାରୀଙ୍କ ଠାରୁ ଗାଡ଼ିଟି ନେଇଯାଇଥିଲେ। Interstate Truck Theft Racket Busted in Bhubaneswar #Interstate #Truck #Theft #RacketBusted #Bhubaneswar #odisha #pratidintv Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha