Exclusive Interview With Subham Sabar || NEET EXAM || DOCTOR|| OR
Odisha Reporter
0:00 / 0:00
Exclusive Interview With Subham Sabar || NEET EXAM || DOCTOR|| OR
204 225 просмотров · 1 год назад
Odisha Reporter
2,98 млн подписчиков
204 225 просмотров · 1 год назад
ଜଣେ ମେଧାବୀ ଛାତ୍ରଙ୍କ ସଂଘର୍ଷମୟ ଜୀବନ ଜାଣିବା ପୂର୍ବରୁ ଓଡ଼ିଆରେ ଗୋଟିଏ କଥା ଅଛି , କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ଅଛି। ଠିକ ଯେମିତି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତର ହେବାର ସ୍ବପ୍ନ ଦେଖୁଥିବା ଶୁଭମ ସବରଙ୍କ କ୍ଷେତ୍ରରେ ଘଟିଛି। ଦିନ-ରାତି ସିମେଣ୍ଟ ବାଲିରେ ଘାଣ୍ଟି ହୋଇ କାମ କରୁଥିବା ପିଲାଟି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବେ , ଏକଥା ଶୁଣିଲେ ହୁଏତ କେତେ ଜଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ହଁ ଦର୍ଶକ ବନ୍ଧୁ , ଇଏ ହେଉଛନ୍ତି ସେହି ଛାତ୍ର , ଯିଏ ଏବେ ବି ଭୟରେ ଅଛନ୍ତି, ଟଙ୍କା ଅଭାବରୁ ଅଧାରୁ ଡାକ୍ତରୀ ପାଠ ବନ୍ଦ କରିଦେବେନି ତ ? ଆସନ୍ତୁ , ସିଧାସଳଖ ତାଙ୍କ ସହ କଥା ହେବା ଆଉ ଜାଣିବା, ପାଠ ପଢ଼ିବା ପାଇଁ ଟଙ୍କା ଦରକାର ନା ସାଧନା । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official #OdishaReporter #subhamsabar #ExclusiveInterview #NeetExam #qualified #Podcast #CM #OdishaGovernment #MohanCharanMajhi #podcastshow