ଘରକୁ କୁଣିଆ ଆସିଲେ 🥰 ବନେଇଲି ହାଣ୍ଡି ଷ୍ଟାଇଲ୍ ମଟନ୍, ଚିକେନ୍ ପକୋଡ଼ା ଓ ମାଛର ଖଟାମିଠା 😍 | Odia Family Vlog
Shivanshu love MB vlogs
0:00 / 0:00
ଘରକୁ କୁଣିଆ ଆସିଲେ 🥰 ବନେଇଲି ହାଣ୍ଡି ଷ୍ଟାଇଲ୍ ମଟନ୍, ଚିକେନ୍ ପକୋଡ଼ା ଓ ମାଛର ଖଟାମିଠା 😍 | Odia Family Vlog
3 857 просмотров · 5 ч назад
Shivanshu love MB vlogs
280 тыс. подписчиков
3 857 просмотров · 5 ч назад
ନମସ୍କାର ଆପଣମାନଙ୍କୁ ❤️🙏
ଆଜି ଆମ ଘରକୁ କୁଣିଆ ଆସିଥିଲେ, ତେଣୁ ସମସ୍ତଙ୍କ ପାଇଁ ବନେଇଲି କିଛି ସ୍ପେଶାଲ୍ ନନ୍ଭେଜ୍ ରେସିପି 😍
🍗 ସ୍ୱାଦିଷ୍ଟ ହାଣ୍ଡି ଷ୍ଟାଇଲ୍ ମଟନ୍
🍗 କ୍ରିସ୍ପି ଚିକେନ୍ ପକୋଡ଼ା
🐟 ମାଛ ପକୋଡ଼ା
🐟 ମାଛର ଖଟାମିଠା ରେସିପି
ରୋଷେଇ ସହିତ ଆଜିର ଘରର ମଜା, କୁଣିଆଙ୍କ ଆଦର ଓ ଆମ ପରିବାରର କିଛି ସୁନ୍ଦର ମୁହୂର୍ତ୍ତ ଏହି ଭ୍ଲଗ୍ରେ ଦେଖିବାକୁ ମିଳିବ। ❤️
ଭିଡିଓଟି ଭଲ ଲାଗିଲେ Like, Comment, Share ଓ Channel କୁ Subscribe କରିବାକୁ ଭୁଲିବେନି। 🥰
ଆପଣଙ୍କୁ କେଉଁ ରେସିପି ସବୁଠାରୁ ଭଲ ଲାଗିଲା, କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ❤️
ଧନ୍ୟବାଦ 🙏
#OdiaVlog #OdiaFood #familyvlog
#OdiaVlog #OdiaFamilyVlog #OdiaFood #OdiaCooking #MuttonCurry #HandiMutton #ChickenPakoda #FishPakoda #SweetAndSourFish #NonVegRecipes #OdiaHomeCooking #VillageVlog #IndianFood #dailyvlog