ଟିକେ ଲେଟ୍ ହେଲା ରାଖି ଭିଡିଓ… କିନ୍ତୁ ଭଲପାଇବା ସେମିତି ❤️ | Rakhi Vlog |
Logical mona
0:00 / 0:00
ଟିକେ ଲେଟ୍ ହେଲା ରାଖି ଭିଡିଓ… କିନ୍ତୁ ଭଲପାଇବା ସେମିତି ❤️ | Rakhi Vlog |
128 просмотров · 3 недели назад
Logical mona
750 подписчиков
128 просмотров · 3 недели назад
ଟିକେ ଲେଟ୍ ହେଲେ ବି ଆସିଗଲା ଆମ Rakhi Vlog 🥰🎀
ଏହି ଭିଡିଓରେ ଅଛି ରାଖି ପୂର୍ଣ୍ଣିମାର ସୁନ୍ଦର ମୁହୂର୍ତ୍ତ, ଭାଇ-ଭଉଣୀଙ୍କ ଭଲପାଇବା, ରାଖି ବାନ୍ଧିବା, ପରିବାର ସହ ଖୁସିର ସମୟ ଓ ଅନେକ ମିଠା ସ୍ମୃତି। ❤️
ଭିଡିଓଟା ଲେଟ୍ରେ ଆସିଛି, କିନ୍ତୁ ଆଶା କରୁଛି ଆପଣମାନଙ୍କୁ ଆମର ଏହି Rakhi Celebration ନିଶ୍ଚୟ ଭଲ ଲାଗିବ। 🥰
ଭିଡିଓଟି ଭଲ ଲାଗିଲେ Like 👍 | Comment 💬 | Share ❤️ କରନ୍ତୁ ଏବଂ ଆମ YouTube Familyକୁ Subscribe କରିବାକୁ ଭୁଲନ୍ତୁ ନାହିଁ। 🔔
#RakhiVlog #Rakhi2026 #RakshaBandhan #BhaiBehen #FamilyVlog #OdiaVlogger #OdiaYouTuber #RakhiCelebration #OdiaVlog ❤️
Provided to YouTube by YouTube Audio Library
Time Slips By · Go By Ocean / Ryan McCaffrey
Time Slips By
℗ YouTube Audio Library
Released on: 2023-10-31
Auto-generated by YouTube.