Перейти к содержимому

ଘାଣ୍ଟ ତରକାରୀ | ଆମ ପାରମ୍ପରିକ ଦୂତିଆ ଘାଣ୍ଟ ‼️ ବାସ୍ନାରେ ମହକିବ ଘର

Manosmita 360

0:00 / 0:00

ଘାଣ୍ଟ ତରକାରୀ | ଆମ ପାରମ୍ପରିକ ଦୂତିଆ ଘାଣ୍ଟ ‼️ ବାସ୍ନାରେ ମହକିବ ଘର

140 просмотров · 1 день назад
Manosmita 360
15,6 тыс. подписчиков
140 просмотров · 1 день назад
ଆଜି ଆମେ ବନେଇଛୁ ଆମ ଓଡ଼ିଆ ଘରର ପାରମ୍ପରିକ ଏବଂ ସୁଆଦିଆ *ଦୂତିଆ ଘାଣ୍ଟ* 😋❤️ ଏହି ଘାଣ୍ଟ ତରକାରୀର ସ୍ୱାଦ ଯେତେ ମଜାଦାର, ତାର ବାସ୍ନା ମଧ୍ୟ ସେତେ ମନମୁଗ୍ଧକର! ଘରେ ଏହା ବନାଇଲେ ସାରା ଘର ବାସ୍ନାରେ ମହକିଯିବ। 🥰 ଆମ ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱାଦକୁ ମନେ ପକାଇଦେବ ଏହି ଦୂତିଆ ଘାଣ୍ଟ। ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଘରେ ନିଶ୍ଚୟ ଥରେ ବନାଇ ଦେଖନ୍ତୁ। ❤️ ଭିଡିଓଟି ଭଲ ଲାଗିଲେ *Like 👍 | Share 🔄 | Comment 💬* କରନ୍ତୁ ଏବଂ ଆମ *Manosmita 360* ପରିବାରକୁ *Subscribe ❤️* କରିବାକୁ ଭୁଲନ୍ତୁ ନାହିଁ। #ଘାଣ୍ଟତରକାରୀ #ଦୂତିଆଘାଣ୍ଟ #OdiaFood #OdiaRecipe #TraditionalOdiaFood #OdiaCooking #ଓଡ଼ିଆଖାଦ୍ୟ #ପାରମ୍ପରିକଖାଦ୍ୟ #Manosmita360