Перейти к содержимому

୭୨୬୮ ପଦବୀ, ହେଲେ SEBCଙ୍କୁ ସଂରକ୍ଷଣ ନାହିଁ! || SEBC Reservation Row || Protest at OUSSSC || OR

Odisha Reporter

0:00 / 0:00

୭୨୬୮ ପଦବୀ, ହେଲେ SEBCଙ୍କୁ ସଂରକ୍ଷଣ ନାହିଁ! || SEBC Reservation Row || Protest at OUSSSC || OR

87 145 просмотров · 2 дн. назад
Odisha Reporter
2,99 млн подписчиков
87 145 просмотров · 2 дн. назад
୭୨୬୮ ପଦବୀ, ହେଲେ SEBCଙ୍କୁ ସଂରକ୍ଷଣ ନାହିଁ! ୭୨୬୮ ପଦବୀ ପାଇଁ OUSSSC ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପରେ ତେଜିଲା ଅସନ୍ତୋଷ। ବିଜ୍ଞପ୍ତିରେ ସଂରକ୍ଷଣ ଓ ବୟସସୀମା କୋହଳକୁ ନେଇ ଅସଙ୍ଗତି ଦର୍ଶାଇ ଶତାଧିକ ଆଶାୟୀ OUSSSC କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଶାୟୀଙ୍କ ଅଭିଯୋଗ ଅନୁଯାୟୀ, ବିଜ୍ଞପ୍ତିରେ SEBC ବର୍ଗଙ୍କ ପାଇଁ ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ହୋଇନାହିଁ। ଅନ୍ୟ ପରୀକ୍ଷାରେ ୧୧.୨ ପ୍ରତିଶତ ସଂରକ୍ଷଣ ରହୁଥିବା ବେଳେ ଏହି ନିଯୁକ୍ତିରେ ତାହା ଲାଗୁ ହୋଇନଥିବା ସେମାନେ ଦାବି କରିଛନ୍ତି। #OUSSSC #OUSSSCRecruitment #7268Vacancies #OdishaJob #OdishaPolice #ConstableRecruitment #SEBCReservation #AgeRelaxation Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter