Перейти к содержимому

kisan folk dance \\ St. Mary's Girls School \\ Rajgangpur \\ Odisha \\kala utsav 2021

Neelmani Majhi

0:00 / 0:00

kisan folk dance \\ St. Mary's Girls School \\ Rajgangpur \\ Odisha \\kala utsav 2021

50 612 просмотров · 4 года назад
Neelmani Majhi
24,3 тыс. подписчиков
50 612 просмотров · 4 года назад
କିଶାନ ଲୋକ ନୃତ୍ୟ ସୁନ୍ଦରଗଡ଼ ଜିଲ୍ଲା ଓଡିଶା ରାଜ୍ୟର ଏକ ଅଦିବାସୀ ଅଧ୍ୟୁଶିତ ଜିଲ୍ଲା | ଏହାର ସୁଶୋଭିତ ଶସ୍ୟ କ୍ଷେତ୍ର, ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶରେ ଅଦିବାସୀମାନେ ତାଙ୍କର କର୍ମମୟ ଜୀବନ ଓ ସଂସ୍କୃତି ସହିତ ସର୍ବଦା ଓତଃପ୍ରୋତ ଭାବେ ଯୋଡିତ | ମନୁଷ୍ୟ ଏକ ସାମାଜିକ ପ୍ରାଣୀ | ଅଦିବାସୀ ସମାଜରେ କିଶାନ ଜାତି ଅନ୍ୟତମ | ଏମାନଙ୍କର ଭାଷା କୁଢୁଖ୍ (କିଶାନ) | ପୂର୍ବ ପୁରୁଷଙ୍କ କହିବା ଅନୁସାରେ କିଶାନ ଜାତି ଦୁଇ ଭାଗରେ ବିଭକ୍ତ | ପ୍ରଥମ ବଡ଼ କିଶାନ କୁଢୁଖ୍ ଅର୍ଥାତ୍ କିଶାନ , ଦ୍ୱିତୀୟ ଟି ହେଲା ଛୋଟ କିଶାନ ଅର୍ଥାତ୍ ଓରାଁଓ ଜାତି | କିଶାନ ଜାତିଙ୍କର ରୀତିନୀତି ଏବଂ ସଂସ୍କୃତି, ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ୭ (ସାତ) ଭାଗରେ ବିଭକ୍ତ କରାଯାଇଛି ୧-ଛଠି, ୨-କର୍ଣ୍ଣବେଧା, ୩-ବିବାହ, ୪-ସମର୍ପଣ, ୫-ଜାତି ହେବା, ୬-ମରଣ ହେଜନ, ୭- ଶୁଦ୍ଧି କରଣ | କିଶାନ ଜାତି ସମାଜର ମୁଖ୍ୟ ଜିବୀକା ହେଲା ଚାଷ | ଏମାନେ ବହୁତ ପରିଶ୍ରମୀ ଥିବାରୁ ନାଗପୁର ରାଜାଙ୍କୁ ପ୍ରଚୁର ଧାନ ଉପାର୍ଜନ କରି ଦେଉଥିଲେ ଏଣୁ ରାଜା ଏମାଙ୍କୁ ସ୍ୱର୍ଣ୍ଣାମୁଖୀ କଲେ ଓ ପିଠିଆ ପରଜା ନାମ ରେ ନାମିତ କଲେ | ଏମାନେ ଦିନରେ ଜମି ଚାଷ କାରୁଥିଲେ ଓ ରାତ୍ରୀ କାଳରେ ଦିନ, ଋତୁ ଓ ପର୍ବ ପର୍ବାଣି ରେ ବିଭିନ୍ନ ପ୍ରକାର ବାଜା, ଗୀତ, ନାଚ କରି ଅତି ପ୍ରେମ ପୂର୍ବକ ଜୀବନ ଯାପନ କରି ଆସୁଛନ୍ତି |