କଞ୍ଚା ଆମ୍ବରେ ପାଳ ଛତୁ ବେସର ‼️ ଭୋକ ଲାଗୁ ନ ଥିଲେ ମଧ୍ୟ ଖାଇବେ ❗Chhatu Besar Recipe
Ama Odisha Village Cooking recipe
0:00 / 0:00
କଞ୍ଚା ଆମ୍ବରେ ପାଳ ଛତୁ ବେସର ‼️ ଭୋକ ଲାଗୁ ନ ଥିଲେ ମଧ୍ୟ ଖାଇବେ ❗Chhatu Besar Recipe
141 просмотр · 2 года назад
Ama Odisha Village Cooking recipe
1,08 тыс. подписчиков
141 просмотр · 2 года назад
କଞ୍ଚା ଆମ୍ବରେ ପାଳ ଛତୁ ବେସର ‼️ ଭୋକ ଲାଗୁ ନ ଥିଲେ ମଧ୍ୟ ଖାଇବେ ❗Chhatu Besar Recipe
#Ama Odisha Village Cooking recipe
#Kancha Ambare Chhatu Besar
#କଞ୍ଚା ଆମ୍ବ ରେ ଛତୁ ବେସର
#Kancha Ambare Chhatu Besar Recipe
ନମସ୍କାର ସାଙ୍ଗ ମାନେ ଆଜି ମୁଁ ଆପଣଙ୍କ ପାଇଁ ଗୋଟିଏ ରୋଷେଇ ନେଇ ଆସିଛି ଯାହାକି କଞ୍ଚା ଆମ୍ବ ରେ ପାଳ ଛତୁ ବେସର ଖାଈବାକୁ ବହୁତ ସ୍ବାଦ ଭଲ ଲାଗିବ ପାଟିକୁ
ସେଥି ପାଇଁ କଣ କଣ ସାମଗ୍ରୀ ଅଛି ପାଳ ଛତୁ କଞ୍ଚା ଆମ୍ବ
ରସୁଣ ସୋରିଷ ତେଲ ଶୁଖିଲା ଲଙ୍କା ଜିରା ପକାଇ ଭାଜି ବେସର ବଟା ଦେଇ ବନେଇଚି ଆପଣ ମାନେ ଏହି ଭିଡିଓ ଟିକୁ ଦେଖନ୍ତୁ ଭଲ ଲାଗିଲେ Like share subscriber କରିଦେବେ ରହିଲି ଜୟ ଜଗନ୍ନାଥ
ସାଙ୍ଗମାନେ। ଆମ ଓଡ଼ିଶା ଭିଲେଜ କୁକିଙ୍ଗ ରିସିପେ ଚନ୍ନେଲ ମାଧ୍ୟମରେ ଆପଣ ମାନକୁ ଦେଖାଇବୁ । ଆମ ଓଡ଼ିଶାର ଗାଁ ଗହଳି ର ନୀତି ଦିନିଆ ଖାଉଥିବା ଖାଦ୍ୟ ଉପରେ ଆମ ଓଡ଼ିଆ ମାନଙ୍କ ପୁରୁଣା ଚଳନି ଖାଦ୍ୟ, ମାଟି ହାଣ୍ଡିର ରୋସେଇ କମ୍ ତେଲ ମସଲା ରେ ରନ୍ଧା ତରକାରି, ଓଡ଼ିଆ ପର୍ବ ପର୍ବାଣୀ ପିଠା ପଣା ଏବଂ ସୁସ୍ଥ ଶରୀର ଖାଦ୍ୟ ପାନ୍ୟ ଉପରେ ଭିଡିଓ କରି ଆପଣ ମାନକୁ ଦେଖାଇବୁ ମୁଁ ଆପଣ ମାନଙ୍କର ସୁଜାତା ଦିଦି ଆଶା କରୁଛି ଆପଣ ମାନେ ଆନନ୍ଦ ସହକାରେ ଦେଖିବେ