Перейти к содержимому

ଆଗାମୀ ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତି | CM Reviews Landslide Rescue & Possible Cyclone Preparedness

Prameya News7

0:00 / 0:00

ଆଗାମୀ ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତି | CM Reviews Landslide Rescue & Possible Cyclone Preparedness

442 просмотра · 1 дн. назад
Prameya News7
2,33 млн подписчиков
442 просмотра · 1 дн. назад
#ଆଗାମୀ_ବାତ୍ୟା_ପାଇଁ_ଆଗୁଆ_ପ୍ରସ୍ତୁତି CM Reviews Landslide Rescue and Cyclone Preparedness, Orders Advanced Sensors to Find Missing Persons | ଭୂସ୍ଖଳନ ଓ ଆଗାମୀ ସମ୍ଭାବ୍ୟ ବାତ୍ୟା ନେଇ SRC କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଭୂସ୍ଖଳନ ସ୍ଥଳରେ ମାଟି ତଳେ ନିଖୋଜଙ୍କୁ ଖୋଜିବାକୁ ଅତ୍ୟାଧୁନିକ ସେନ୍ସର ବ୍ୟବସ୍ଥା ଉପଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। NDRF, ODRAF, SOG ଓ ଭାରତୀୟ ନୌ-ସେନାର ମିଳିତ ଅଭିଯାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳବାଇର 'ଚେନ୍ ପୁଲି ସିଷ୍ଟମ୍' ବି ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି । ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ରିଲିଫ ପହଁଚାଇବା ଏବଂ କ୍ଷୟକ୍ଷତିର ତୁରନ୍ତ ଆକଳନ କରି କ୍ଷତିପୂରଣ ଦେବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ #OdishaLandslide #LandslideRescue #MohanCharanMajhi #SRCReview #NDRF #ODRAF #IndianNavy #SeismicLifeDetection #ChainPulleySystem #CyclonePreparedness #FloodRelief #OdishaNews #prameyanews7 Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube:    / prameyanews7odia   Twitter:   / news7odia   Facebook:   / news7odia   Instagram:   / prameyanews7   Podcast:    • News7 Podcast   Playlists :- Doctor's Pathshala:    • Doctor's Pathshala   ରୋଜଗାର:    • ROJAGAR | ରୋଜଗାର | News7 Odia   Maganna Oligi:    • Maganna Oligi   ଆରୋଗ୍ୟମ:    • Arogyam   ବଜାର News:    • ବଜାର News | Bazar News   ବିଜନେସ ବିଶେଷ:    • ବିଜନେସ ବିଶେଷ | Business Bisesh   Biswas Abiswas Andhabiswas:    • Biswas Abiswas Andhabiswas   Face To Face:    • Face To Face   Ebe Bi Rahasya:    • Ebe Bi Rahasya   Explore Odisha Season 3:    • Explore Odisha Season 3   Breakfast Odisha:    • Breakfast Odisha News7   Digital Special Stories:    • Digital Special Stories   #PrameyaNews7 #News7 #OdishaNews