Перейти к содержимому

ପ୍ରଭାକର ସାର ଓ ସତ୍ୟଭାମା ମାଡ଼ାମ୍ ଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

Mahagiri News

0:00 / 0:00

ପ୍ରଭାକର ସାର ଓ ସତ୍ୟଭାମା ମାଡ଼ାମ୍ ଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

2 032 просмотра · 3 месяца назад
Mahagiri News
1,15 тыс. подписчиков
2 032 просмотра · 3 месяца назад
ମାନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାର ଏବଂ ସହକାରୀ ଶିକ୍ଷୟିତ୍ରୀ ସତ୍ୟଭାମା ମାଡାମଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଅବସରରେ ବିଦ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ବିଦାୟ ସଭାର ଆୟୋଜନ କରାଯାଇଥିଲା। ଶିକ୍ଷକ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ସେମାନଙ୍କର ଦୀର୍ଘ ଶିକ୍ଷାସେବାକୁ ସ୍ମରଣ କରି ସମ୍ମାନ ଜଣାଇଥିଲେ। ବିଦାୟ ବେଳେ ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ ଓ ପରିବେଶରେ ଭାବପ୍ରବଣ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। #ମାନପୁର #ManpurHighSchool #PrabhakarSir #SatyabhamaMadam #Retirement #Farewell #TeacherRespect #OdiaNews #MahagiriNews #Jajpur #EmotionalFarewell #SchoolNews