Перейти к содержимому

ନିଜକୁ ଭଲପାଇବାର ୭ଟି ଲାଭ ❤️ | Self Love Benefits | ନିଜକୁ ଭଲପାଇବା କାହିଁକି ଜରୁରୀ?

Smruti soul talk

0:00 / 0:00

ନିଜକୁ ଭଲପାଇବାର ୭ଟି ଲାଭ ❤️ | Self Love Benefits | ନିଜକୁ ଭଲପାଇବା କାହିଁକି ଜରୁରୀ?

888 просмотров · 5 дней назад
Smruti soul talk
3,82 тыс. подписчиков
888 просмотров · 5 дней назад
ନିଜକୁ ଭଲପାଇବାର ୭ଟି ଲାଭ ❤️ | Self Love Benefits | ନିଜକୁ ଭଲପାଇବା କାହିଁକି ଜରୁରୀ? ଆମେ ସମସ୍ତଙ୍କୁ ଭଲପାଇବା ଓ ଖୁସି ରଖିବା ପାଇଁ ଚେଷ୍ଟା କରୁ… କିନ୍ତୁ ନିଜକୁ କେତେ ଭଲପାଉଛୁ? ❤️ ଏହି ଭିଡିଓରେ ମୁଁ କହିଛି Self-Love କ’ଣ ଏବଂ ନିଜକୁ ଭଲପାଇବା ଦ୍ୱାରା ଆମ ଜୀବନରେ କେଉଁ କେଉଁ ସୁନ୍ଦର ପରିବର୍ତ୍ତନ ଆସିପାରେ। ନିଜକୁ ସମ୍ମାନ କରିବା, ନିଜର feelings କୁ ବୁଝିବା, boundaries ରଖିବା ଏବଂ ନିଜ ସହିତ ଭଲ ସମ୍ପର୍କ ଗଢ଼ିବା—ଏସବୁ ମଧ୍ୟ Self-Love ର ଅଂଶ। 🌸 ନିଜକୁ ଭଲପାଆନ୍ତୁ, ନିଜକୁ ବୁଝନ୍ତୁ ଏବଂ ନିଜ ହାତ କେବେ ଛାଡ଼ନ୍ତୁ ନାହିଁ🙏🌺 #SelfLove #SelfLoveBenefits #ନିଜକୁଭଲପାଇବା #OdiaMotivation #OdiaVideo #SelfLoveJourney #SelfRespect #PositiveLife #Healing #Spirituality #Manifestation #Smrutisoultalk