କଳ୍କୀ ଅବତାର: କଳିଯୁଗର ଅନ୍ତ ଓ ପ୍ରଭୁଙ୍କ ଆଗମନ | Kalki Avatar Episode 1 | 3D Odia Story
Gapa Bagicha Bhakti
0:00 / 0:00
କଳ୍କୀ ଅବତାର: କଳିଯୁଗର ଅନ୍ତ ଓ ପ୍ରଭୁଙ୍କ ଆଗମନ | Kalki Avatar Episode 1 | 3D Odia Story
12 просмотров · 3 дня назад
Gapa Bagicha Bhakti
8 подписчиков
12 просмотров · 3 дня назад
କଳ୍କୀ ଅବତାର: କଳିଯୁଗର ଅନ୍ତ ଓ ପ୍ରଭୁଙ୍କ ଆଗମନ | Kalki Avatar Episode 1 | 3D Odia Story
ଘୋର କଳିଯୁଗର ଅନ୍ଧକାର ଯେବେ ସୃଷ୍ଟିକୁ ଗ୍ରାସ କରିବ, ସେବେ ଅଧର୍ମର ବିନାଶ ପାଇଁ ପ୍ରଭୁ ନାରାୟଣ ନେବେ ତାଙ୍କର ଦଶମ ତଥା ଅନ୍ତିମ ଅବତାର - 'ଶ୍ରୀ କଳ୍କୀ'। ଦେଖନ୍ତୁ କଳ୍କୀ ଅବତାରର ସମ୍ପୂର୍ଣ୍ଣ କାହାଣୀ 3D ଆନିମେସନ୍ ମାଧ୍ୟମରେ!
ଗପ ବଗିଚା ଭକ୍ତିର କଳି ଅବତାର ର ଏହି ପ୍ରଥମ ଅଧ୍ୟାୟରେ ଆମେ ଜାଣିବା:
🔹 କ୍ଷୀର ସାଗରରେ ପ୍ରଭୁଙ୍କର ବିଶ୍ରାମ ଓ ସୃଷ୍ଟିର ସନ୍ତୁଳନ।
🔹 ଦଶାବତାରର ସଂକ୍ଷିପ୍ତ ମହାଗାଥା।
🔹 କଳିଯୁଗର ଭୟଙ୍କର ରୂପ ଏବଂ ଧରିତ୍ରୀ ମାତାଙ୍କ କରୁଣ ବିଳାପ।
🔹 ବୈକୁଣ୍ଠରେ ଜାଗରଣ ଓ କଳ୍କୀ ଅବତାରର ପ୍ରସ୍ତୁତି।
ଯଦି ଆପଣଙ୍କୁ ଏହି 3D Cinematic ଭିଡିଓଟି ପସନ୍ଦ ଆସିଛି, ତେବେ ଭିଡିଓକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହ ସେୟାର୍ କରନ୍ତୁ ଏବଂ ଆଗାମୀ ଏପିସୋଡ୍ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଜୟ ଜଗନ୍ନାଥ! ଓମ୍ ନମୋ ଭଗବତେ ବାସୁଦେବାୟ।
#KalkiAvatar #GapaBagichaBhakti #KalkiAvatarOdia #3DOdiaStory #OdiaBhakti #Dashavatara #KaliYuga #OdiaDevotional