Перейти к содержимому

ହିନ୍ଦୁ ଧର୍ମ ସନାତନ ଧର୍ମ ନୁହେଁ ! ଏହା ପଛରେ ଥିବା ସତ୍ୟ କ'ଣ?

Bhaba Bandhana

0:00 / 0:00

ହିନ୍ଦୁ ଧର୍ମ ସନାତନ ଧର୍ମ ନୁହେଁ ! ଏହା ପଛରେ ଥିବା ସତ୍ୟ କ'ଣ?

1 763 просмотра · 4 ч назад
Bhaba Bandhana
38,9 тыс. подписчиков
1 763 просмотра · 4 ч назад
*ହିନ୍ଦୁ ଧର୍ମ ସନାତନ ଧର୍ମ ନୁହେଁ !* ହିନ୍ଦୁ ଧର୍ମ ଓ ସନାତନ ଧର୍ମ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି? ସନାତନ ଧର୍ମର ପ୍ରକୃତ ଅର୍ଥ କ'ଣ? ଧର୍ମର ମୂଳ ତତ୍ତ୍ୱ ଓ ଆଧ୍ୟାତ୍ମିକ ଚିନ୍ତନକୁ ନେଇ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କ ଏହି ଗଭୀର ଓ ଚିନ୍ତନୀୟ ଆଲୋଚନା ନିଶ୍ଚୟ ଶୁଣନ୍ତୁ। ଏହି ଆଲୋଚନା ଆପଣଙ୍କୁ ଧର୍ମ, ସଂସ୍କୃତି ଓ ସନାତନ ପରମ୍ପରା ବିଷୟରେ ନୂଆ ଦୃଷ୍ଟିକୋଣ ଦେବ। 🙏 ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ। 💬 ଆପଣଙ୍କ ମତାମତ Comment ରେ ଜଣାନ୍ତୁ। #SwamiSudhanandaSaraswati #SanatanDharma #HinduDharma #OdiaSpirituality #OdiaMotivation