Перейти к содержимому

ଶ୍ରାବଣ ମାସରେ ବିନା ପିଆଜ ରସୁଣରେ,ସାଧାରଣ ଆଳୁରେ ତିଆରି ସ୍ୱାଦିଷ୍ଟ ରେସିପି ‼️Dahi Aloo Recipe No Onion Garlic

Lata's Odia kitchen

0:00 / 0:00

ଶ୍ରାବଣ ମାସରେ ବିନା ପିଆଜ ରସୁଣରେ,ସାଧାରଣ ଆଳୁରେ ତିଆରି ସ୍ୱାଦିଷ୍ଟ ରେସିପି ‼️Dahi Aloo Recipe No Onion Garlic

74 708 просмотров · 3 недели назад
Lata's Odia kitchen
1,29 млн подписчиков
74 708 просмотров · 3 недели назад
ଆଜିର ରେସିପି ଓଡ଼ିଆ ଦହି ଆଳୁ 🥔😋 ଆଳୁ ଓ ଦହିର ଏମିତି ଚମତ୍କାର combination, ଯାହାର ସ୍ୱାଦ ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହେବ। ❤️ ଖୁବ କମ୍ ସାମଗ୍ରୀରେ, ସହଜ ଉପାୟରେ ଘରେ ତିଆରି କରନ୍ତୁ ଏହି ସୁଆଦିଆ ଦହି ଆଳୁ। ଗରମ ଭାତ ସହିତ ଏହାର ସ୍ୱାଦ ଆହୁରି ବଢ଼ିଯାଏ। 😍 ରେସିପିଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ। 🙏❤️ #ଦହିଆଳୁ #OdiaDahiAloo #OdiaRecipe #OdiaFood #OdiaKitchen #AlooRecipe #OdiaCooking #dahialoo #latasodiakitchen