Agrapujya Gajanana | ଅଗ୍ରପୂଜ୍ୟ ଗଜାନନା | New Odia Ganesh Bhajan 2026 | Raja Behera |Sohan | Abhaya |
Rudra Rupesh Music
0:00 / 0:00
Agrapujya Gajanana | ଅଗ୍ରପୂଜ୍ୟ ଗଜାନନା | New Odia Ganesh Bhajan 2026 | Raja Behera |Sohan | Abhaya |
4 736 просмотров · 1 месяц назад
Rudra Rupesh Music
1,58 тыс. подписчиков
4 736 просмотров · 1 месяц назад
🙏 ଅଗ୍ରପୂଜ୍ୟ ଗଜାନନା | Agrapujya Gajanana 🙏
ଶ୍ରୀ ଗଣେଶଙ୍କ ପବିତ୍ର ଭକ୍ତିରେ ସମର୍ପିତ ଏହି ସୁନ୍ଦର ଓଡ଼ିଆ ଭଜନ “ଅଗ୍ରପୂଜ୍ୟ ଗଜାନନା”।
ପ୍ରଭୁ ଗଜାନନଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ଆଣୁ—ଏହାହିଁ ଆମର ପ୍ରାର୍ଥନା। 🙏🌺
🎵 Song: Agrapujya Gajanana
🎤 Music: Raja Behera
🎶 Jitendra Behera
✍️ Abhaya Kumar Sahu
🎙️ Singer Sohan
Chori Sohan , Vikrant , Raja
Recording Yugantika Studio Berhampur
Mix and Mastering :- Jitu (KTK)
Video Editing:- Prakash Digital (Berhampur)
Poster:- Pragati Digital
🎬 Presented by: Rudra Rupesh Music
ଭିଡିଓଟି ଭଲ ଲାଗିଲେ Like 👍 | Share 🔄 | Comment 💬 | Subscribe 🔔 କରନ୍ତୁ।
🙏 ଜୟ ଶ୍ରୀ ଗଣେଶ 🙏
ଗଣପତି ବାପ୍ପା ମୋରିଆ! ❤️
#AgrapujyaGajanana #OdiaBhajan #GaneshBhajan #OdiaDevotionalSong #Gajanana #GanapatiBappa #GaneshChaturthi #OdiaBhakti #RajaBehera#ganesh108mantra
Song Quarry
ganesh 12 name
agrapujya gajanana
agrapujya gajanana odia
ଅଗ୍ରପୂଜ୍ୟ ଗଜାନନା
odia ganesh bhajan
odia ganesha bhajan
ganesh bhajan odia
odia devotional song
odia bhajan
gajanana bhajan
ganapati bhajan
ganesh devotional song
lord ganesha bhajan
ganesh chaturthi bhajan
ganesh puja song
odia ganesh song
odia bhakti song
new odia bhajan
new odia devotional song
ganesha song
ganapati bappa
gajanana song
ganesh vandana
ganesh bhakti song
odia puja song
odia spiritual song
raja behera
bykllr
ganesh chaturthi odia
odia devotional music
best odia ganesh bhajan
ଅଗ୍ରପୂଜ୍ୟ ଗଜାନନ ପାର୍ବତୀ ସୁତ,
ବିଘ୍ନହର୍ତ୍ତା ଲମ୍ବୋଦର ଶିବଙ୍କ ପୁତ ||
ସକଳ କର୍ମରେ ତୁମେ ବିଦିତ,
ସକଳ ବିଘ୍ନକୁ କରୁଛ ହତ,
ଜ୍ଞାନର ଭଣ୍ଡାର ତୁମ ସହିତ,
ଅଜ୍ଞାନକୁ ଦୂର କର ତୁରିତ ||
ଶ୍ରୀ ଗଣେଶ ହେ ସର୍ବାଗ୍ରେ ବନ୍ଦିତ....
ଅଗ୍ରପୂଜ୍ୟ ଗଜାନନ ପାର୍ବତୀ ସୁତ,
ବିଘ୍ନହର୍ତ୍ତା ଲମ୍ବୋଦର ଶିବଙ୍କ ପୁତ ||
ରିଧି ସିଦ୍ଧି ପାଶେ ରଖି ହୁଅ ସୁସଜ୍ଜିତ,
ଅଜ୍ଞାନ ତିମିର ନାସ ପାଇଁ ପ୍ରଭୁ ଆଦ୍ୟପୂଜିତ ||
ବିଦ୍ୟାବନ୍ତ ବିଦ୍ୟାର୍ଥୀର ତୁମେ ଅଗ୍ରଦୂତ,
ଅନ୍ତର ପିଣ୍ଡ ଭକ୍ତିରେ କରେ ତୁମରି ବ୍ରତ ||
ଏକଦନ୍ତେ ନାମିତ
ସୁମୁଖେ ପରିଚିତ
ଭାଲଚଦ୍ରେ ଶୋଭିତ
ବିନାୟକ ପଣ୍ଡିତ
ସିଦ୍ଧି ବିନାୟକ ଜାଣେ ଏ ଜଗତ...
ଅଗ୍ରପୂଜ୍ୟ ଗଜାନନ ପାର୍ବତୀ ସୁତ,
ବିଘ୍ନହର୍ତ୍ତା ଲମ୍ବୋଦର ଶିବଙ୍କ ପୁତ ||
ଭାଦ୍ରବର ଚତୁର୍ଥୀରେ ହୁଅ ବିରାଜିତ,
ତୁମ ଆଗମନେ ସାରା ସଂସାର ହୁଏ ଅଭୁତ ||
ବିଦ୍ୟାଦାତା ବୁଦ୍ଧିଦାତା ଜାଣୁଛି ଏ ଚିତ,
ତୁମ ପାଇଁ ମର୍ତ୍ତ୍ୟମଣ୍ଡଳ ରେ ହେଉଛି ଯାତ ||
ଧୁମ୍ରକେତୁ ସଜ୍ଜିତ
ଗଣାଧ୍ୟକ୍ଷ ଚରିତ
ବକ୍ରତୁଣ୍ଡେ ବର୍ଣ୍ଣିତ
ମହାକାୟ ରୁପିତ
ମୁଷିକବାହାନ ହେ କାର୍ତ୍ତିକ ଭ୍ରାତ...
ଅଗ୍ରପୂଜ୍ୟ ଗଜାନନ ପାର୍ବତୀ ସୁତ,
ବିଘ୍ନହର୍ତ୍ତା ଲମ୍ବୋଦର ଶିବଙ୍କ ପୁତ |