Перейти к содержимому

ରିଷୁର ମାମୁଁଘରେ ମଜା ମସ୍ତି ❤️ | ମାଟିରେ ତିଆରି କଲି ସୁନ୍ଦର ଖେଳନା 🥰 | Odia Daily Vlog

Saraswati Ramsankar Mantry

0:00 / 0:00

ରିଷୁର ମାମୁଁଘରେ ମଜା ମସ୍ତି ❤️ | ମାଟିରେ ତିଆରି କଲି ସୁନ୍ଦର ଖେଳନା 🥰 | Odia Daily Vlog

29 просмотров · 9 ч назад
Saraswati Ramsankar Mantry
92 подписчика
29 просмотров · 9 ч назад
❤️ ଜୟ ଜଗନ୍ନାଥ 🙏 ଆଜିର ଭ୍ଲଗ୍‌ରେ ଆମେ ଯାଇଥିଲୁ ଆମ ରିଷୁର ମାମୁଁଘରକୁ 🏡🥰। ସେଠାରେ ପିଲାମାନଙ୍କ ସହ ବହୁତ ମଜା ମସ୍ତି କଲୁ ଏବଂ ମୋ ପୁଅ ରିଷୁ ଓ ଝିଆରୀ ପାଇଁ ମାଟିରେ ତିଆରି କଲି ସୁନ୍ଦର ସୁନ୍ଦର ଖେଳନା 🥰🎨। ଗାଁର ପରିବେଶ, ପରିବାର ସହ ସୁନ୍ଦର ସମୟ ଏବଂ ଛୋଟ ଛୋଟ ଖୁସିର ମୁହୂର୍ତ୍ତକୁ ନେଇ ଆଜିର ଏହି ଓଡ଼ିଆ ଡେଲି ଭ୍ଲଗ୍ ❤️ ଭିଡିଓଟି ଭଲ ଲାଗିଲେ Like 👍, Comment 💬, Share ❤️ କରନ୍ତୁ ଏବଂ ଆମ ଚ୍ୟାନେଲକୁ Subscribe କରିବାକୁ ଭୁଲିବେନି 🙏 ଆପଣମାନଙ୍କ ଭଲପାଇବା ହିଁ ଆମର ପ୍ରେରଣା ❤️ #OdiaVlog #OdiaDailyVlog #OdiaFamilyVlog #Mamughara #VillageVlog #OdiaYouTuber #FamilyFun #ClayToys