Перейти к содержимому

ବାତ୍ୟା ସମୟରେ ଘରକୁ ଆସିଲା ଏ କେଉଁ ପକ୍ଷୀ? 😱🌪️ | Odisha Cyclone Vlog | Odia Vlog

Dandapani Pradhan

0:00 / 0:00

ବାତ୍ୟା ସମୟରେ ଘରକୁ ଆସିଲା ଏ କେଉଁ ପକ୍ଷୀ? 😱🌪️ | Odisha Cyclone Vlog | Odia Vlog

449 просмотров · 2 нед. назад
Dandapani Pradhan
21 подписчик
449 просмотров · 2 нед. назад
ଆଜିର Vlog ରେ ବାତ୍ୟା ସମୟରେ ଆମ ଘର ପାଖରେ ହଠାତ୍ ଏକ ପକ୍ଷୀ ଦେଖିବାକୁ ମିଳିଲା। 🐦🌪️ ଏହି ପକ୍ଷୀଟି କେଉଁଠୁ ଆସିଲା ଏବଂ ବାତ୍ୟା ସମୟରେ କାହିଁକି ଆମ ଘର ପାଖରେ ରହିଲା—ସେହି ଦୃଶ୍ୟକୁ ଆଜିର Vlog ରେ ଦେଖେଇଛି। ସାଙ୍ଗରେ ବାତ୍ୟା ସମୟର ପାଗ, ପବନ, ଘର ଆଖପାଖର ପରିସ୍ଥିତି ଏବଂ ଏହି ଅଜଣା ପକ୍ଷୀର ଦୃଶ୍ୟ ମଧ୍ୟ ରହିଛି। 🌧️🌪️🐦 ଭିଡିଓଟି ଭଲ ଲାଗିଲେ Like 👍 Comment 💬 Share ↗️ ଏବଂ Subscribe ❤️ କରନ୍ତୁ। #OdiaVlog #CycloneVlog #OdishaVlog #Bird #Batya #OdiaYouTuber