Перейти к содержимому

ବଡ଼ ନିଷ୍ପତ୍ତି: No Insurance, No Fuel: Supreme Court Orders Pilot Project at Petrol Pumps

News18 Odia

0:00 / 0:00

ବଡ଼ ନିଷ୍ପତ୍ତି: No Insurance, No Fuel: Supreme Court Orders Pilot Project at Petrol Pumps

4 210 просмотров · 2 месяца назад
News18 Odia
6,24 млн подписчиков
4 210 просмотров · 2 месяца назад
ବଡ଼ ନିଷ୍ପତ୍ତି: No Insurance, No Fuel: Supreme Court Orders Pilot Project at Petrol Pumps In a major move to curb the rising number of uninsured vehicles, the Supreme Court of India has proposed a "No Insurance, No Fuel" pilot project. The court noted that a shocking 56% of vehicles on Indian roads lack valid insurance. Under the new proposal, petrol pumps may deny fuel to vehicles without active third-party insurance. Watch this video to learn about the Supreme Court's new guidelines, the extended insurance rules for new cars and bikes, and how it will impact vehicle owners. ଗାଡ଼ି ମାଲିକଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ଦେଶରେ ବଢୁଥିବା ବିନା ଇନସୁରାନ୍ସ ଗାଡ଼ି ଗୁଡିକ ଉପରେ ଲଗାମ ଲଗାଇବାକୁ 'No Insurance, No Fuel' ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ଲାଗୁ ହେଲେ ବୈଧ ବୀମା ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ। ନୂଆ କାର୍ ଏବଂ ବାଇକ୍ ପାଇଁ ଥାର୍ଡ ପାର୍ଟି ଇନସୁରାନ୍ସ ଅବଧିରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ଏହି ନୂଆ କଡ଼ା ନିୟମ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏମିତି ନୂଆ ଖବର ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। #SupremeCourt #NoInsuranceNoFuel #VehicleInsurance Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI ID_OD_SS