ଓଡ଼ିଶା ଅଧିକାର ଅଛି ଖଣି ଉପରେ ଟ୍ୟାକ୍ସ ଲଗେଇ ବିକାଶ କରିବା ପାଇଁ! Sujata rout explains ORISED Act by Naveen
Pratidin TV
0:00 / 0:00
ଓଡ଼ିଶା ଅଧିକାର ଅଛି ଖଣି ଉପରେ ଟ୍ୟାକ୍ସ ଲଗେଇ ବିକାଶ କରିବା ପାଇଁ! Sujata rout explains ORISED Act by Naveen
1 728 просмотров · 22 часа назад
Pratidin TV
1,76 млн подписчиков
1 728 просмотров · 22 часа назад
ଓଡ଼ିଶା ଅଧିକାର ଅଛି ଖଣି ଉପରେ ଟ୍ୟାକ୍ସ ଲଗେଇ ବିକାଶ କରିବା ପାଇଁ! ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ କେନ୍ଦ୍ର ସରକାରଙ୍କ ଏମଏମଡିଆର (MMDR) ସଂଶୋଧନ ଆଇନ, ୨୦୨୬ ବିରୋଧରେ ପ୍ରତିବାଦ କରି ୨୦୦୪ର ଓରିସେଡ୍ (ORISED) ଆଇନ ବିଷୟରେ ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି ଯେ ୨୦୦୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି-ବିଜେପି ମେଣ୍ଟ ସରକାର ଓଡ଼ିଶାର ବିକାଶ ପାଇଁ ଏହି ଐତିହାସିକ ଆଇନ ଆଣିଥିଲେ, ଯାହାକୁ ବିଜେପି ଓ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲେ। Sujata rout explains ORISED Act by Naveen
#SujataRout #ORISEDAct #NaveenPatnaik #MMDRAmendmentAct #OdishaMiningRow
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha