Перейти к содержимому

📚 My B.Ed Journey | B.Ed ପାଇଁ କେମିତି ପଢ଼ିବି? | Your Questions Answered 💗#education #bedstudy #study

Riya's world♡

0:00 / 0:00

📚 My B.Ed Journey | B.Ed ପାଇଁ କେମିତି ପଢ଼ିବି? | Your Questions Answered 💗#education #bedstudy #study

10 510 просмотров · 1 мес. назад
Riya's world♡
2,94 тыс. подписчиков
10 510 просмотров · 1 мес. назад
ନମସ୍କାର ସମସ୍ତଙ୍କୁ ❤️ ଆଜିର video ରେ ମୁଁ ମୋର B.Ed journey ବିଷୟରେ share କରିଛି ଏବଂ ଆପଣମାନଙ୍କର କିଛି common questions ର answer ଦେଇଛି। 🥰 ✨ ଏହି video ରେ ଜାଣିବେ: 📌 କେଉଁଠୁ ମୁଁ B.Ed ପାଇଁ ପଢ଼ା ଆରମ୍ଭ କଲି? 📌 ମୁଁ କାହିଁକି Government B.Ed କରିଲିନି? 📌 B.Ed ପାଇଁ କେମିତି ପଢ଼ିବେ? 📌 B.Ed ପଢ଼ା ପାଇଁ Study Plan & Strategy 📌 Books, Time Table ଏବଂ Useful Tips 📌 ଆପଣମାନଙ୍କ Questions ର କିଛି Answers ❤️ ଯଦି ଆପଣ B.Ed କରୁଛନ୍ତି କିମ୍ବା B.Ed କରିବାକୁ ଭାବୁଛନ୍ତି, ତାହେଲେ videoଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। 🌷 ଭଲ ଲାଗିଲେ Like 👍 | Comment 💬 | Share 📲 | Subscribe ❤️ କରିବାକୁ ଭୁଲନ୍ତୁ ନାହିଁ। #BED #BEDStudent #MyBEDJourney #BEDPreparation #BEDStudyTips #OdishaBED #BEDLife #StudyWithMe #StudentLife #OdishaStudent #StudyTips #BED2026