ଯେତେଦିନ ଥିବୁରେ ମନ ମହୀମଣ୍ଡଳେ Jetedina Thibure Mana Maheemandale Krishna Nag at Sapos Kirtan Dhara
Kirtan Waves
0:00 / 0:00
ଯେତେଦିନ ଥିବୁରେ ମନ ମହୀମଣ୍ଡଳେ Jetedina Thibure Mana Maheemandale Krishna Nag at Sapos Kirtan Dhara
1 393 просмотра · 5 дн. назад
Kirtan Waves
125 подписчиков
1 393 просмотра · 5 дн. назад
🙏 ଜୟ ଜଗନ୍ନାଥ! ରାଧେ ରାଧେ! 🙏
ଭକ୍ତି, ସଙ୍ଗୀତ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମରେ ଭରପୂର ଏକ ସୁନ୍ଦର କୀର୍ତ୍ତନ ପରିବେଷଣ।
🎤 ଗାୟିକା: କୃଷ୍ଣା ନାଗ
🎵 ମୁଖ୍ୟ ଗୀତ: ଯେତେଦିନ ଥିବୁରେ ମନ ମହୀମଣ୍ଡଳେ
ପଲିଆରୁ ଗାୟିକା ଭାବେ ନିଜର ପରିଚୟ ଗଢ଼ିଥିବା କୃଷ୍ଣା ନାଗଙ୍କ ଏହି ଭକ୍ତିମୟ କୀର୍ତ୍ତନ ନିଶ୍ଚୟ ଆପଣଙ୍କ ମନକୁ ଛୁଇଁଯିବ।
❤️ ପ୍ରଭୁ ପ୍ରେମ, କୃଷ୍ଣ ପ୍ରେମ ରେ!
ଭିଡିଓଟି ଭଲ ଲାଗିଲେ:
👍 Like କରନ୍ତୁ
💬 ଆପଣଙ୍କ ମତାମତ Comment କରନ୍ତୁ
🔔 ଏହିପରି ଭକ୍ତିମୟ କୀର୍ତ୍ତନ ପାଇଁ Kirtan Waves ଚ୍ୟାନେଲକୁ Subscribe କରନ୍ତୁ।
🙏 ଆପଣଙ୍କ ଭଲପାଇବା ଓ ଆଶୀର୍ବାଦ ଆମ ପାଇଁ ଅମୂଲ୍ୟ।
📺 Kirtan Waves – Odia Devotional Music
Subscribe: / @kirtanwaves_youtube
#OdiaKirtan #KrishnaNaga #OdiaBhajan #LadiesKirtan #JagannathBhajan #KrishnaKirtan #OdiaMusic #KirtanWaves #jaijagannath