ଯେତେ Recipe ବନେଇଲେ ବି Baby ଖାଉନଥିଲା! 😭 ଶେଷରେ କଣ କଲି?
Buggu With Mumma
0:00 / 0:00
ଯେତେ Recipe ବନେଇଲେ ବି Baby ଖାଉନଥିଲା! 😭 ଶେଷରେ କଣ କଲି?
6 062 просмотра · 2 мес. назад
Buggu With Mumma
246 подписчиков
6 062 просмотра · 2 мес. назад
୧୫ ଦିନ ହେବ Buggu ବିଲକୁଲ୍ କିଛି ଖାଉନଥିଲା… 😔
ଯେତେ ନୂଆ ନୂଆ Recipe ବନେଇକି ଦେଲେ ବି ସବୁ Reject!
ମୁଁ ପୁରା Frustration ରେ ଆସିଯାଇଥିଲି… Doctor, Medicine ଆଉ ବହୁତ କିଛି Try କରିବା ପରେ ଶେଷରେ ଗୋଟିଏ ଛୋଟ ଘଟଣା ମୋତେ କିଛି ଏମିତି ବୁଝାଇଲା, ଯାହା ପରେ Buggu ର ଖାଇବାରେ ଧୀରେ ଧୀରେ Change ଆସିବାକୁ ଲାଗିଲା। ❤️
Actually Problem ଟା କଣ ଥିଲା? 🤔
ଆଉ ଏବେ Buggu କଣ ଖାଉଛି? 👀
ସବୁକିଛି ଜାଣିବା ପାଇଁ ପୁରା Video ଟା ଦେଖନ୍ତୁ। ❤️
ଏହା ମୋର ନିଜର Personal Experience। ମୁଁ Doctor କିମ୍ବା Child Specialist ନୁହେଁ। Baby ର Food କିମ୍ବା Health ସମ୍ପର୍କିତ କୌଣସି Concern ଥିଲେ ନିଜ Pediatrician ଙ୍କ ପରାମର୍ଶ ନିଅନ୍ତୁ।
Video ଟି ଭଲ ଲାଗିଲେ ❤️ Like, Share ଆଉ Channel କୁ Subscribe କରିବାକୁ ଭୁଲିବେନି। 🥰
ଜୟ ଜଗନ୍ନାଥ 🙏❤️
#BugguWithMumma #ମାଆରକାହାଣୀ #ମାଆରଅନୁଭୂତି #BabyFood #BabyFeeding #MotherhoodJourney #MomVlog #OdiaVlogger #OdiaMom #BabyFoodIdeas #BabyRoutine #IndianMom #RealMotherhood #JaiJagannath