ପ୍ରତିଦିନ ଘରେ ଦୀପ କିପରି ଜାଳିବେ ? ଜାଣନ୍ତୁ ୭ଟି ମୁଖ୍ୟ ନିୟମ ll Daily Diya Rules @DrSwagatikaPaniOfficial
Dr. Swagatika Pani Official
0:00 / 0:00
ପ୍ରତିଦିନ ଘରେ ଦୀପ କିପରି ଜାଳିବେ ? ଜାଣନ୍ତୁ ୭ଟି ମୁଖ୍ୟ ନିୟମ ll Daily Diya Rules @DrSwagatikaPaniOfficial
19 081 просмотр · 3 дн. назад
Dr. Swagatika Pani Official
74,1 тыс. подписчиков
19 081 просмотр · 3 дн. назад
ଦୀପ ଜାଳିବାର ସଠିକ ନିୟମ ଓ ମନ୍ତ୍ର ll ଦୀପାବଳିରେ ଦୀପ ଜଳାନ୍ତୁ ଏହି ବିଧିରେ ll Dipa Jaliba Ra Niyama o Mantra ll Thakura Puja Niyama ll Dipabali Amabasya Deepa Puja Niyama Vidhi ll Daily Puja @Home @drswagatikapani
ଜୟ ଶ୍ରୀଜଗନ୍ନାଥ🙏
ପ୍ରତିଦିନ ଘରେ ପୂଜା କରିବା ସମୟରେ ଏବଂ ସନ୍ଧ୍ୟା ଆଳତି ବେଳେ ଦୀପ ଜାଳିବାର କିଛି ବିଶେଷ ଶାସ୍ତ୍ରୀୟ ନିୟମ ରହିଛି। ଭୁଲ୍ ଉପାୟରେ କିମ୍ବା ଖାଲି ଭୂମି ଉପରେ ଦୀପ ରଖି ଜାଳିଲେ ପୂଜାର ସମ୍ପୂର୍ଣ୍ଣ ଫଳ ମିଳିନଥାଏ। ଏହି ଭିଡିଓରେ ଆମେ ଜାଣିବା ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୀପ ଜାଳିବାର ୭ଟି ମୁଖ୍ୟ ନିୟମ, ସଠିକ ଦିଗ, ବତୀ ବ୍ୟବହାର ଓ ଶୁଭ ଦୀପ ମନ୍ତ୍ର ବିଷୟରେ।
🪴ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ନିଜ ପୂଜା ଘରେ ଏହି ସରଳ ନିୟମ ପାଳନ କରି ଘରକୁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣନ୍ତୁ ।
📌 Topics Covered in This Video:
ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଦୀପ ଜାଳିବାର ସଠିକ ସମୟ ଓ ଦିଗ (Daily Diya Lighting Direction & Timing)
ଦୀପ ତଳେ ଅକ୍ଷତ ବା ଚାଉଳ ରଖିବାର ମହତ୍ତ୍ୱ (Why keep raw rice under Diya)
ଘିଅ ଦୀପ ଏବଂ ରାଶି ତେଲ ଦୀପର ନିୟମ (Ghee Diya vs Sesame Oil Diya Rules)
ଦୀପ ଜାଳିବା ସମୟରେ କେଉଁ ମନ୍ତ୍ର ପାଠ କରିବେ (Deepa Gayatri / Shubham Karoti Kalyanam Mantra)
ଦୀପ ଜାଳିବା ବେଳେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ ଭୁଲ (Common Diya Lighting Mistakes at Home)
🔔 ଆଗକୁ ଏହିପରି ଆଧ୍ୟାତ୍ମିକ ତଥ୍ୟ, ବ୍ରତ ଏବଂ ପୂଜାବିଧି ନିୟମ ଜାଣିବା ପାଇଁ ଆମ ଚ୍ୟାନେଲକୁ Subscribe କରନ୍ତୁ। @DrSwagatikaPaniOfficial
#dailydaalipuja #deepajalibaniyama #thakurapujaniyama #dailypujatips #odiapuja #drswagatikapani #spiritualtips
Your Queries Solved :
deepa jaliba ra niyama
daily diya lighting rules
thakura puja niyama
daily puja vidhi at home
deepa mantra odia
diya lighting mistakes
puja ghare deepa jaliba niyama
ghare deepa kemiti jalibe
deepa jaliba dikha
daily puja tips odia
odia puja bidhi
dr swagatika pani
dr swagatika pani official
shubham karoti kalyanam mantra
ghee diya rules
tila tela deepa