ଭାଉଜଙ୍କ ଗାଡ଼ି ପୂଜାରୁ ଆରମ୍ଭ… ମଟନ୍ ଭୋଜିରେ ଶେଷ! 😋🔥
MINU NIKU 💗
0:00 / 0:00
ଭାଉଜଙ୍କ ଗାଡ଼ି ପୂଜାରୁ ଆରମ୍ଭ… ମଟନ୍ ଭୋଜିରେ ଶେଷ! 😋🔥
37 769 просмотров · 6 часов назад
MINU NIKU 💗
57,8 тыс. подписчиков
37 769 просмотров · 6 часов назад
ଜୟ ଜଗନ୍ନାଥ 🙏❤️
ଆପଣମାନଙ୍କୁ ସ୍ୱାଗତ ଆମ MINUNIKU💗 ର ଆଉ ଏକ ମଜାଦାର ଭ୍ଲଗ୍କୁ! 🥰
ଆଜିର ଦଶହରା ଆରମ୍ଭ ହେଲା ଭାଉଜଙ୍କ ହାତରେ ଗାଡ଼ି ପୂଜାରୁ 🚗🪔 ତା’ପରେ ମୁଁ ଆଉ ସୁମିତ ଭାଇ ବାହାରିଲୁ TIMEZONEରେ ଖେଳିବାକୁ! 🎮😂 ଆଉ ଶେଷରେ ଘରେ ସ୍ପେଶାଲ ମଟନ୍ ଭୋଜି… ପେଟ ପୂଜା ବି ତ ଦରକାର! 😋🍖🔥
ପୂଜା, ମସ୍ତି ଆଉ ପରିବାର ସହ ହସଖୁସିର ମୁହୂର୍ତ୍ତ—ପୂରା ଭିଡିଓଟି ଦେଖନ୍ତୁ ଓ ଆମ ସହ ଦଶହରାର ମଜା ନିଅନ୍ତୁ! ❤️
ଆପଣଙ୍କ ଦଶହରା ସ୍ପେଶାଲ ମେନୁରେ କ’ଣ ଥିଲା? କମେଣ୍ଟରେ କୁହନ୍ତୁ! 😍👇
ଭିଡିଓ ଭଲ ଲାଗିଲେ LIKE 👍, SHARE ଆଉ MINUNIKU💗କୁ SUBSCRIBE କରିବାକୁ ଭୁଲିବେନି 🔔
ଆପଣମାନଙ୍କ ଭଲପାଇବା ହିଁ ଆମର ସବୁଠୁ ବଡ଼ ସପୋର୍ଟ! 🫶
#MINUNIKU #OdiaVlog #DussehraVlog #ଗାଡ଼ିପୂଜା #FamilyVlog #MuttonLunch #Timezone