Перейти к содержимому

Ete Dina Gala Pare | ଏତେ ଦିନ ଗଲା ପରେ | Subhalaxmi Dash | Shasank Sekhar | Odia Cover Song | 2021

Subhalaxmi Dash

0:00 / 0:00

Ete Dina Gala Pare | ଏତେ ଦିନ ଗଲା ପରେ | Subhalaxmi Dash | Shasank Sekhar | Odia Cover Song | 2021

5 272 408 просмотров · 5 лет назад
Subhalaxmi Dash
59,1 тыс. подписчиков
5 272 408 просмотров · 5 лет назад
Cover Credits : Song : Kete Dina gala pare Singer =Subhalaxmi Dash, Shasank Sekhar Arrangement =Neel Mukharjee Mixed Master, Recorded = Somesh Satpathy (Somesh Studio) DOP =S Chakra Original Credits : Song : କେତେ ଦିନ ଗଲା ପରେ kete dina gala pare Lyrics : Nizam, Rabindra Sahoo, Samanta Nandakishor Music : Akhsay Mohanty Singer : K. S Chitra, Badri Narayan Film : ମଣି ନାଗେଶ୍ବରୀ Follow me on these sites ○Facebook =   / subhalaxmi-dash-258991431608771   ○Instagram =   / subhalaxmidashtrisha   #etedina_galapare successfully available at all digital music platforms now you can listen n download this song " *#Ete Dina Gala Pare 💕 ♪Stream the Full Song Here♪ ►Spotify : http://spoti.fi/2S6E7DN ►Gaana : http://bit.ly/3tUJMKs ►JioSaavn: http://bit.ly/3uVSYzE ►Apple Music: On Process . . . . . ►Amazon Prime Music : http://amzn.to/3uVSPw6 ►Wynk: http://bit.ly/33PFMAe ►Resso: http://bit.ly/2S2iIeW ► YouTube Music : http://bit.ly/3eUcTJR Also Available On 🎼🎶❤️ iTunes , Facebook Music 🎶 , Instagram Music 🎼 & International Apps ❤️ Enjoy & stay connected with us! 👉 Find us on Facebook: http://bit.ly/38ujOp9 👉 Follow us on Instagram: https://instagram.com/jiban_lives_4_m... ©️ Subhalaxmi Dash F = କେତେ ଦିନ ଗଲା ପରେ ଅ ଦିନ ଆସିଛି...2 ଯେ ଦିନକୁପାଇବାକୁ କେବେଠୁ ଚାହିଁଛି....2 M = ନୂଆ ଆଶା ନୂଆ ଦିନ ନୂଆ ପ୍ରେମ ନୂଆ ମନ ତୋ ପାଇଁ ଆଣିଛି, କେତେ ଦିନ ଗଲା ପରେ ସେଦିନ ଆସିଛି F= ଯେଦିନ କୁ ପାଇବାକୁ କେବେଠୁ ଚାହିଁଛି F= ଏଇ ଜୀବନ ଏଇ ସିନ୍ଦୁର କେଡେ ସୁନ୍ଦର ଲାଗେ ସୁନା ସୁନା. 2 M= ତୋ ଆଖିରେ ନାଲି ଓଠରେ ଖେଳେ ହସର ଢେଉ ଚୁନା ଚୁନା M= ଚୁନା ଚୁନା F= ସୁନା ସୁନା M= ଚୁନା ଚୁନା F= ସୁନା ସୁନା... ନାଚିବି ମୁଁ ଗାଇବି ମୁଁ ଏ ମନ କହୁଛି, ବାଟ ଭୁଲା ବାଟୋଇ ମୋ ପାଖକୁ ଫେରିଛି ................1 M= ମୁଁ ପାଇଛି ତୋ ବାହୁରେ, ତୋ ପ୍ରେମରେ ସାଥୀ ସ୍ୱର୍ଗ ମୋର.....2 F = ତୁମ ଆଶାର ତୁମ ସ୍ୱପ୍ନର ନୂଆ ସରଗ ଆଉ ଅଳ୍ପ ଦୂର ଅଳ୍ପ ଦୂର M= ସ୍ୱର୍ଗ ମୋର F=ଅଳ୍ପ ଦୂର M= ସ୍ୱର୍ଗ ମୋର, F= ତୁମ ପ୍ରେମ ବରଷାରେ ଆଜି ମୁଁ ଭିଜୁଛି, ଏ ଜୀବନେ ତୁମକୁ ମୁଁ ଭଲଯେ ପାଇଛି M=ଏତେ ଦିନ ଗଲା ପରେ ସେଦିନ ଆସିଛି F= ଯେଦିନକୁ ପାଇବାକୁ କେବେଠୁ ଚାହିଁଛି #EteDinaGalaPare #SubhalaxmiDash #ShasankSekhar #କେତେଦିନଗଲାପରେ #CoverSong #NewOdiaCoverSong #OdiaCover2021 #LatestCoverSong