ବର୍ଷସାରା କଥା କଟାକଟି, ନୂଆଖାଇରେ ଏକାଠି | Odisha Reporter
Odisha Reporter
0:00 / 0:00
ବର୍ଷସାରା କଥା କଟାକଟି, ନୂଆଖାଇରେ ଏକାଠି | Odisha Reporter
17 263 просмотра · 1 день назад
Odisha Reporter
2,98 млн подписчиков
17 263 просмотра · 1 день назад
ବର୍ଷସାରା କଥା କଟାକଟି, ନୂଆଖାଇରେ ଏକାଠି | Odisha Reporter
ବର୍ଷ ତମାମ ଭିନ୍ନ ଭିନ୍ନ ଦଳରେ, ରାଜନୀତି କରନ୍ତି । କଥା କଟାକଟି ହୁଅନ୍ତି । ଜଣେ ଆଉଜଣଙ୍କ ବିରୋଧରେ ଭୋଟ ପ୍ରଚାର କରନ୍ତି । କିନ୍ତୁ ନୂଆଖାଇ ଦିନ ସବୁ ମନାନ୍ତର ମତାନ୍ତର ଓ ରାଜନୈକି ଭେଦଭାବକୁ ଭୁଲି, ଏକାଠି ହୁଅନ୍ତି ରାଜାଘର । ରାଜ ପୁରୋହିତଙ୍କ ତତ୍ତ୍ବାବଧାନରେ , ରାଜକୀୟ ପରମ୍ପରାରେ, ନୂଆଁଖାଇଥାଆନ୍ତି ।
#odishareporter #odisha #ajirakhabar #ajiranews #trending #nuakhaifestival #bolangir #kanakbhavan #odishagovernment #special #package
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter